ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ମୀମାଂସା

Image result for odia movie Mimansa

ନିର୍ଦ୍ଦେଶକ:ଚକ୍ରଧର ସାହୁ
ପ୍ରଯୋଜକ: ସୌମ୍ୟ ରଞ୍ଜନ ପଟ୍ଟନାୟକ
ସଂଳାପ: ଡଃ ପ୍ରଦୀପ ଦାସ
ଚିତ୍ରନାଟ୍ୟ: ଶାନ୍ତନୁ ଗୁପ୍ତା
କଳାକାର: ଲିପି, ହର ରଥ, ମୀନକେତନ, ମନୋଜ ପଟ୍ଟନାୟକ, ସୁରେଶ ବଳ, ଅଶୋକ ଦାସ
ସଙ୍ଗୀତ: ରତନେସ୍ ଭଗତ୍
ଗୀତ: ନିଜାମ, ଜିତେନ୍ଦ୍ର ପ୍ରଧାନ, ମୋହିତ ଚକ୍ରବର୍ତ୍ତୀ
କଣ୍ଠ: ମହାଲକ୍ଷ୍ମୀ ଅୟର୍, ସଂଗ୍ରାମ ମହାନ୍ତି, ଅମନ ତ୍ରୀଖା
ଚିତ୍ରଗ୍ରହଣ: ପ୍ରଶାନ୍ତନୁ ମହାପାତ୍ର
ମୁକ୍ତିଲାଭ ତାରିଖ:
୫ ଅଗଷ୍ଟ ୨୦୧୬
 

ଅଭିନୟ

  • ଲିପି
  • ହର ରଥ
  • ମୀନକେତନ
  • ସୁରେଶ ବଳ
  • ଶରତ ପରିଡ଼ା
  • ଶିଳାଲିପି ପରିଡ଼ା
  • ମନୋଜ ପଟ୍ଟନାୟକ
  • ଅଶୋକ ଦାସ
  • ରବି ମିଶ୍ର
  • ଅଶୋକ ଓଝା
  • ଶରତ ପରିଡ଼ା
  • ମାମୁନି
 

ଗୀତ

1. ଧିମା ଧିମା ପ୍ରେମରେ
2. ସବୁ ଦିଶେ ଯୋଡ଼ି ଯୋଡ଼ି ଗୋରୀ ଦିଶେ କାଳି
3. ଆରେ ସାଥି ଆ
4. ଢେଉ ଫେରେ କୂଳେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର