ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୨୦୧୪ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୨୦୧୪ର ଓଡ଼ିଆ କଥାଚିତ୍ର. Show all posts

ଡାଡି: ଦ ଲଭିଙ୍ଗ ଗଡ୍

Related image


ନିର୍ଦ୍ଦେଶକ:ଆପୁ କାନୁନ୍‌ଗୋ
ପ୍ରଯୋଜକ: ଚିତ୍ତରଞ୍ଜନ ମିଶ୍ର, ଜୋତ୍ସା ମିଶ୍ର
ସଂଳାପ: ଶକ୍ତି ବରାଳ
କଳାକାର: ମିହିର ଦାସ, ହରିହର ମହାପାତ୍ର, ଅପରାଜିତା ମହାନ୍ତି, ଲିପି ପରିଡ଼ା, ଅରିନ୍ଦମ ରାୟ
ସଙ୍ଗୀତ: ବିକାଶ ଦାସ
ଚିତ୍ରଗ୍ରହଣ: ନିରଞ୍ଜନ ଦାସ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୧୪ ଅପ୍ରେଲ ୨୦୧୪

ଅଭିନୟ

  • ମିହିର ଦାସ
  • ହରିହର ମହାପାତ୍ର
  • ଅପରାଜିତା ମହାନ୍ତି
  • ଲିପି ପରିଡ଼ା
  • ଅରିନ୍ଦମ ରାୟ

ଗୀତ

1. ଇଏ କି ବାସ୍ନା ଗଲା ଛୁଇଁ
2. ଗୋଲି ମାରୋ ଗୋଲି ମାରୋ
3. କୋହଲା ପବନ ଚ‌ହଲେ ମୋ ମନ
4. ସମୟର ଏଇ ମୋଦରେ
5. ବା ବା ବ୍ଲାକ୍ ସୀପ୍
Share:

ଜୟ ହିନ୍ଦ୍

Image result for odia movie jay hind


ନିର୍ଦ୍ଦେଶକ:ରଞ୍ଜନ ମିଶ୍ର
ପ୍ରଯୋଜକ: ପ୍ରଭାତି ମହାପାତ୍ର
ସଂଳାପ: ଆଶୁତୋଷ ବାରିକ, ସନ୍‌ଚିତ୍
ଚିତ୍ରନାଟ୍ୟ: ରଞ୍ଜନ ମିଶ୍ର
କାହାଣୀ: ପ୍ରଭାତି ମହାପାତ୍ର
କଳାକାର: ଦୀପନ, ଅମ୍ରିତା, ମୀନକେତନ, ଅକ୍ଷୟ ବସ୍ତିଆ, ନମ୍ରତା ଦାସ, ସରୋଜ ଦାସ, ଚୌଧୁରୀ ବିକାଶ ଦାସ, ହାଡ଼ୁ
ସଙ୍ଗୀତ: ଶାନ୍ତିରାଜ ଖୋସ୍‌ଲା
ମୁକ୍ତିଲାଭ ତାରିଖ:
୪ ଅପ୍ରେଲ ୨୦୧୪

ଅଭିନୟ

  • ଅମ୍ରିତା
  • ଅକ୍ଷୟ ବସ୍ତିଆ
  • ଦୀପନ ଦାସ
  • ମୀନକେତନ
  • ନମ୍ରତା ଦାସ
  • ସରୋଜ ଦାସ
  • ସ୍ୱରାଜ ଦାସ
  • ଧରିତ୍ରୀ
  • ଚୌଧୁରୀ ବିକାଶ ଦାସ
  • ହାଡ଼ୁ

ଗୀତ

1. ଏ କେମିତି ପ୍ରେମ ଆମର
2. ଫୁଲର ସ‌ହରେ ହଜାରେ ଭଅଁର
3. ଜୟ ହିନ୍ଦ୍
Share:

ସ୍ମାଇଲ ପ୍ଲିଜ୍

Image result for odia movie smile please



ନିର୍ଦ୍ଦେଶକଏସ୍. କେ. ମୁରଲୀଧରନ୍
ପ୍ରଯୋଜକ: ରବିନ କୁମାର ନନ୍ଦ, ରାଜେଶ ପାଢ଼ୀ
ସଂଳାପ: ଡଃ ରଜନୀରଞ୍ଜନ
କଳାକାର: ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ମିହିର ଦାସ, ପୁଷ୍ପା ପଣ୍ଡା, ସଲିଲ୍ ମିତ୍ର, ହାଡ଼ୁ, ସୁମନ, ମିଲି
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ଡଃ. ନିର୍ମଳ ନାୟକ, ନିଜାମ
କଣ୍ଠ: ଉଦିତ ନାରାୟଣ, ପାମେଲା, ବିନୋଦ ରାଠୋର, ପଙ୍କଜ ଜାଲ, କୁମାର ବାପି, ସଂଗ୍ରାମ, ଅଭିଜିତ ମଜୁମଦାର
ଚିତ୍ରଗ୍ରହଣ: ଧୃବାନନ୍ଦ ପଣ୍ଡା
ସମ୍ପାଦକ: ଦି ଭିଦାସ୍ ଷ୍ଟୁଡ଼ିଓସ୍
ମୁକ୍ତିଲାଭ ତାରିଖ:
୧୪ ମାର୍ଚ୍ଚ ୨୦୧୪

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ଅର୍ଚ୍ଚିତା ସାହୁ
  • ମିହିର ଦାସ
  • ପୁଷ୍ପା ପଣ୍ଡା
  • ମଧୁସ୍ମିତା
  • ମିଲି
  • ସଲିଲ୍ ମିତ୍ର
  • ହାଡ଼ୁ
  • ସୁମନ
  • ଗୁଡୁ
  • ସୋନାଲି
  • କାଜଲ
  • ନୀଳମଣି
  • ଚିତ୍ତ
  • ଭିକାରୀ
  • ମୂଷା ବାରିକ
  • ପ୍ରତିଭା ପଣ୍ଡା
  • ରବି ମିଶ୍ର
  • ସଚିନ ମିଶ୍ର
  • ରୋହିତ
  • ମନୋଜ ଖାନ୍
  • ଅମିୟ

ଶିଶୁ କଳାକାର

  • ପ୍ରିନ୍ସ
  • ପ୍ରିୟାଶ୍ରୀ
  • ମାମାଲି
  • ଆଦ୍ୟାଶା
  • ସ୍ୱାଗତିକା
  • ଇତି

ଗୀତ

1. ଜବାନୀ ତୋ ମଲ୍ଲିକା ଭଳି
2. ଚୁନା ଚୁନା ସ୍ୱପ୍ନ
3. ଆସୁଛି ଆସୁଛି ପୁଣି ଖୁସିର ସବାରୀ
4. ବାଜିଗଲା ବାର ବାଜିଗଲା
5. ଅଣ୍ଡା ଢୋ
6. ରେ ସଜନୀ
7. ସ୍ମାଇଲ୍ ପ୍ଲିଜ୍
8. ଆସୁଛୁ ଅସୁଛି ଖୁସିର ସବାରୀ

Share:

ଖାସ୍ ତୁମରି ପାଇଁ

Image result for odia movie khas tumari pain


ନିର୍ଦ୍ଦେଶକ:ସୁଶାନ୍ତ ରଥ
ପ୍ରଯୋଜକ: ସୁଶାନ୍ତ ରଥ
କାହାଣୀ: ଚିନ୍ମୟ ଦାସ ପଟ୍ଟନାୟକ
ସଂଳାପ: ଚିନ୍ମୟ ଦାସ ପଟ୍ଟନାୟକ
ଚିତ୍ରନାଟ୍ୟ: ଚିନ୍ମୟ ଦାସ ପଟ୍ଟନାୟକ
କଳାକାର: ଦୁଷ୍ମନ୍ତ ପଣ୍ଡା, ଦେବଯାନୀ, ସସ୍ମିତା ପ୍ରଧାନ, ଜର୍ଜ ତିଆଡ଼ି, ଦେବୁ ବୋଷ, ବେବୁ ବ୍ରହ୍ମା, ଦେବୀ ବାରିକ
ସଙ୍ଗୀତ: ବିଦ୍ୟୁତ ରଏ
ଗୀତ: ମନୋଜ ମହ‌ନ୍ତ, ନିର୍ମଳ ନାୟକ, ପଞ୍ଚାନନ ନାୟକ
କଣ୍ଠ: ପମି, ତପୁ ମିଶ୍ର, ଗୌତମ ଗିରି
ସମ୍ପାଦକ: ରାଜେଶ ଦାସ
ମୁକ୍ତିଲାଭ ତାରିଖ:
୨୭ ଫେବୃଆରୀ ୨୦୧୪

ଅଭିନୟ

  • ଦୁଷ୍ମନ୍ତ ପଣ୍ଡା
  • ଦେବଯାନୀ
  • ସସ୍ମିତା ପ୍ରଧାନ
  • ଜର୍ଜ ତିଆଡ଼ି
  • ଦେବୁ ବୋଷ
  • ବେବୁ ବ୍ରହ୍ମା
  • ଦେବୀ ବାରିକ
  • ମାମାଲି

ଗୀତ

1. ନୀଳ ପରି ସ୍ୱପ୍ନ
2. ଆଜିର ଏଇ ସୁନେଲୀ
3. ଛାତ ଉପରେ ଶୋଇଥିଲି
4. ମୋ ଆଖିରେ ତ
5. ଖାସ ତୁମରି ପାଇଁ
Share:

ପୁଣି ଦେଖା ହବ ଆର ଜନମରେ

Image result for odia movie Puni dekha heba ara janamare

ନିର୍ଦ୍ଦେଶକ:ଅଶୋକ ମହାନ୍ତି
ପ୍ରଯୋଜକ: ଅଶୋକ ମହାନ୍ତି
ସଂଳାପ: ନିଜାମ
ଚିତ୍ରନାଟ୍ୟ: ଅଶୋକ ମହାନ୍ତି
କାହାଣୀ: ଅଶୋକ ମହାନ୍ତି
କଳାକାର: ବବି ମିଶ୍ର, ରାଲି ନନ୍ଦ, ମିହିର ଦାସ, ପୃଥିରାଜ, ରୁନୁ, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରିୟଙ୍କା, ବ୍ରଜ, ପିଣ୍ଟୁ ନନ୍ଦ
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ନିଜାମ
ଚିତ୍ରଗ୍ରହଣ: ସଂଗ୍ରାମ ଗିରି
ମୁକ୍ତିଲାଭ ତାରିଖ:
୪ ଫେବୃଆରୀ ୨୦୧୪

ଅଭିନୟ

    • ବବି ମିଶ୍ର
    • ରାଲି ନନ୍ଦ
    • ମିହିର ଦାସ
    • ପୃଥିରାଜ ନାୟକ
    • ରୁନୁ ପରିଜା
    • ପ୍ରଦ୍ୟୁମ୍ନ ଲେଙ୍କା
    • ପ୍ରିୟଙ୍କା ମହାପାତ୍ର
    • ବ୍ରଜ ସିଂହ
    • ପିଣ୍ଟୁ ନନ୍ଦ

    ଗୀତ

    1. ବସି ବସି ଭାବୁଚ
    2. ଭାରି ସିଧା ସାଧା
    3. ମୋ ଖୋଲା ଝରକା
    4. ମୁଁ ଚାଲିଯିବି (ନାରୀ)
    5. ମୁଁ ଚାଲିଯିବି (ପୁରୁଷ)
    6. ସାଥିରେ ସାଥିରେ
    7. ଟିପି ଟିପି ଚନ୍ଦନ‌କୁ
    8. ତୋ ସପନ ମୋ ସପନ
    Share:

    ତୋ ବାଟ ଚାହିଁଚି ରାତି ସାରା

    Image result for odia movie to bata chahnichi ratisara


    ନିର୍ଦ୍ଦେଶକ:ସଞ୍ଜୟ ନାୟକ
    ପ୍ରଯୋଜକ: ମନୋରମା ନାୟକ, ପୂର୍ଣ୍ଣମାସୀ ସାହୁ
    କଳାକାର: ପ୍ରିୟା ଚୌଧୁରୀ, ଚନ୍ଦନ କର, ଦେବୁ ବୋଷ, ଅନିତା ଦାସ, ବିଜୁ ବଡ଼ଜେନା
    ସଙ୍ଗୀତ: ପ୍ରେମ ଆନନ୍ଦ
    ଚିତ୍ରଗ୍ରହଣ: ରଞ୍ଜନ
    ସମ୍ପାଦକ: ସଞ୍ଜୟ ନାୟକ
    ମୁକ୍ତିଲାଭ ତାରିଖ:
    ୧୦ ଜାନୁଆରୀ ୨୦୧୪

    ଅଭିନୟ

      • ପ୍ରିୟା ଚୌଧୁରୀ
      • ଚନ୍ଦନ କର
      • ଦେବୁ ବୋଷ
      • ଅନିତା ଦାସ
      • ବିଜୁ ବଡ଼ଜେନା

      ଗୀତ

      1. ତୋ ବାଟ ଚାହିଁଚି ରାତିସାରା
      Share:

      ତୁ ଆଉ ମୁଁ

      Related image


      ନିର୍ଦ୍ଦେଶକ:ନିଶିକାନ୍ତ ଦଳବେହେରା
      ପ୍ରଯୋଜକ: ସୋମ୍ୟ ରଞ୍ଜନ ପଟ୍ଟନାୟକ, ଶୈଳଭାମା
      ସଂଳାପ: ଦୀପକ ଜେନା
      ଚିତ୍ରନାଟ୍ୟ: ନିଶିକାନ୍ତ ଦଳବେହେରା
      କାହାଣୀ: ତ୍ରିଲୋଚନ ତରାଇ
      କଳାକାର: ବିଜେନ୍ଦ୍ର କୁମାର ମିଶ୍ର, ବନ୍ଦନା ପ୍ରଣାମିକ, ମିହିର ଦାସ, ଅପରାଜିତା ମହାନ୍ତି, କୁନା ତ୍ରିପାଠୀ, ସଲିଲ୍ ମିତ୍ର
      ସଙ୍ଗୀତ: ଦେବୀତୋଷ ଆଚାର୍ୟ୍ୟ
      ଗୀତ: ଚିନ୍ମୟ ଆଚାର୍ଯ୍ୟ, ମାନସ ସାମଲ, ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ
      କଣ୍ଠ: ଦେବୀତୋଷ ଆଚାର୍ଯ୍ୟ, କୁମାର ବାପି, ମାମା ଦାସ, ମାନସ ପ୍ରୀତମ, ଶୈଳଭାମା, ମାଧବ, ବିଷ୍ଣୁମୋହନ କବି
      ଚିତ୍ରଗ୍ରହଣ: ସୁସୀଲ ବେହେରା
      ମୁକ୍ତିଲାଭ ତାରିଖ:
      ୧୦ ଜାନୁଆରୀ ୨୦୧୪

      ଅଭିନୟ

      • ବିଜେନ୍ଦ୍ର କୁମାର ମିଶ୍ର
      • ବନ୍ଦନା ପ୍ରଣାମିକ
      • ମିହିର ଦାସ
      • ଅପରାଜିତା ମହାନ୍ତି
      • କୁନା ତ୍ରିପାଠୀ
      • ସଲିଲ୍ ମିତ୍ର
      • ଲୀନା

      ଗୀତ

      1. ଦିଲ୍ ସାରା ପ୍ରିଣ୍ଟିଙ୍ଗ୍ ପ୍ରିଣ୍ଟିଙ୍ଗ୍
      2. ଘୁମ୍‌ସୁଧା
      3. ଲ‌ଲ୍ଲିପ‌ପ୍
      4. ଓଠ ତଳେ
      5. ତୁ ଆଉ ମୁଁ
      Share:

      ଆଖିରେ ଆଖିରେ

      Image result for odia movie akhire akhire

      ନିର୍ଦ୍ଦେଶକ:ସୁଶାନ୍ତ ମଣି
      ପ୍ରଯୋଜକ: ବିଜୟ କାଣ୍ଡୋଇ
      ସଂଳାପ: ଶ୍ରୀକାନ୍ତ ଗୌତମ
      ଚିତ୍ରନାଟ୍ୟ: ସୁଶାନ୍ତ ମଣି
      କାହାଣୀ: ସିଦ୍ଧାର୍ଥ ଅଗ୍ରୱାଲ
      କଳାକାର: ବାବୁଶାନ୍, ଝିଲିକ ଭଟ୍ଟାଚାର୍ଯ୍ୟ, ସିଦ୍ଧାନ୍ତ ମହାପାତ୍ର, ସମରେଶ ରାଉତରାୟ
      ସଙ୍ଗୀତ: ମଳୟ ମିଶ୍ର
      ଗୀତ: ଶ୍ରୀକାନ୍ତ ଗୌତମ
      କଣ୍ଠ: ନିବେଦିତା, ପଙ୍କଜ ଜାଲ, ବାବୁଲ ସୁପ୍ରିଓ, ସଞ୍ଜୁ, ସୌରିନ ଭଟ୍ଟ
      ଚିତ୍ରଗ୍ରହଣ: ସିତାଶୁଂ ମହାପାତ୍ର
      ସମ୍ପାଦକ: ସୁଶାନ୍ତ ମଣି
      ମୁକ୍ତିଲାଭ ତାରିଖ:
      ୧ ଜାନୁଆରୀ ୨୦୧୪

      ଅଭିନୟ

      • ବାବୁଶାନ୍
      • ଝିଲିକ ଭଟ୍ଟାଚାର୍ଯ୍ୟ
      • ସିଦ୍ଧାନ୍ତ ମହାପାତ୍ର
      • ସମରେଶ ରାଉତରାୟ
      • ହରିହର ମହାପାତ୍ର
      • ବିଜୟ ମହାନ୍ତି
      • ଅପରାଜିତା ମହାନ୍ତି
      • ସ୍ମିତା ମହାନ୍ତି
      • ସସ୍ମିତା ପ୍ରଧାନ
      • ଦେବୀ ବାରିକ
      • ପ୍ରଫୁଲ୍ଲ ବେହେରା
      • ଦୀପିକା 
      • ତୁଷାର ପାଣିଗ୍ରାହଣୀ
      • ହର ରଥ
      • ସ୍ୱରାଜ
      • ଶ୍ୱେତଲୀନା
      • ଉତ୍କଳ 

       

       ଗୀତ

      1. ଆଖିରେ ଆଖିରେ
      2. ଦେ ଦେ ମାଲ୍‌ଟା ଦେ
      3. ରୁଣୁ ଝୁଣୁ ଚୁଡ଼ି କ‌ହେ
      4. ସତରେ ହଉ କି ସ୍ୱପ୍ନରେ ହଉ
      5. ତ‌ତେ ନ ପଚାରି
      Share:

      ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର