ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୨୦୧୧ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୨୦୧୧ର ଓଡ଼ିଆ କଥାଚିତ୍ର. Show all posts

ହିରୋ- ପ୍ରେମ କଥା

Image result for odia movie hero

ନିର୍ଦ୍ଦେଶକ: ଦିଲ୍ଲୀପ ପଣ୍ଡା
ପ୍ରଯୋଜକ: ସୁନୀଲ ରାଉତ, ସମ୍ବିତ ରାଉତ, ସୁମିତ ରାଉତ
ସଂଳାପ: ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ
ଚିତ୍ରନାଟ୍ୟ: ଦିଲ୍ଲୀପ ପଣ୍ଡା
କାହାଣୀ: ସୁଜାତା ରାଉତ
କଳାକାର: ଅରିନ୍ଦମ ରାୟ,  ପ୍ରିୟା ଚୌଧୁରୀ, ଚନ୍ଦନ କର, ମୀନକେନ, ମିହିର ଦାସ, ପିଣ୍ଟୁ ନନ୍ଦ, ସଲିଲ ମିତ୍ର
ସଙ୍ଗୀତ: ଦୀପକ କୁମାର
ଗୀତ: ଅରୁଣ ମନ୍ତ୍ରୀ, ନିଜାମ୍, ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ଦେବଦାସ ଛୋଟରାୟ
କଣ୍ଠ: ଶିବା, ସୌରିନ୍ ଭଟ୍ଟ, ପାମେଲା ଜୈନ, ଶ୍ରୀଚରଣ, ମଧୁ, ସରସ୍ୱତୀ
ଚିତ୍ରଗ୍ରହଣ: କଲ୍ୟାଣ
ସମ୍ପାଦକ: ଆଶୁତୋଷ
ମୁକ୍ତିଲାଭ ତାରିଖ:
୨୯ ଅପ୍ରେଲ ୨୦୧୧

ଅଭିନୟ

  • ଅରିନ୍ଦମ ରାୟ
  • ପ୍ରିୟା ଚୌଧୁରୀ
  • ଚନ୍ଦନ କର
  • ମୀନକେନ
  • ମିହିର ଦାସ
  • ପିଣ୍ଟୁ ନନ୍ଦ
  • ସଲିଲ ମିତ୍ର
  • ବାବୁ ପ୍ରଧାନ
  • କିର୍ତ୍ତୀ ମହାନ୍ତି
  • ପୃଥିରାଜ
  • ଶୀଲା
  • ଟୁନିଆ
  • ହାତୀ
  • ଦିଲ୍ଲୀପ
  • ଭିକାରୀ

ଶିଶୁ କଳାକାର

  • ଶକ୍ତି
  • ଅର୍ପିତା 

ଗୀତ 

1. ତୋତେ କେତେ ଭଲ ପାଏ ଜାଣେନା
2. ଏକା ଏକା
3. ତୋ ଚେହେରା ଚାନ୍ଦର ଟୁକୁଡ଼ା
4. ତୁ ମୋ ହିରୋ
5. ଏମିତି ଜୀବନ
6. ସଙ୍କଟ ମୋଚନ ବିପଦେ କରୁଛି ତମକୁ ମିନତୀ
Share:

ମତେ ବୋହୂ କରି ନେଇ ଯା'

Image result for odia movie mote bohu kari neija

ନିର୍ଦ୍ଦେଶକ: ଚୌଧୁରୀ ବିକାଶ ଦାସ
ପ୍ରଯୋଜକ: ଜ୍ଞାନରଞ୍ଜନ ପ୍ରିୟଦର୍ଶନ
ସଂଳାପ: ଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ଚୌଧୁରୀ ବିକାଶ ଦାସ
କାହାଣୀ: ଜ୍ୟୋତ୍ସ୍ନା ମିଶ୍ର ପ୍ରିୟଦର୍ଶନ
କଳାକାର: ଦୀପନ ଦାସ, ଐଶ୍ୱର୍ଯ୍ୟ ପାଠୀ, ମାଳବିକା ଭଟ୍ଟାଚାର୍ଯ୍ୟ, ସିଦ୍ଧାନ୍ତ ମହାପାତ୍ର, ଅଶ୍ରୁମୋଚନ ମହାନ୍ତି, ଉଷାସୀ ମିଶ୍ର
ସଙ୍ଗୀତ: ବିକାଶ ଶୁକ୍ଳ
କଣ୍ଠ: ଅଭିଜିତ, ପାମେଲା ଜୈନ, କବିତା କ୍ରିଷ୍ଣମୂର୍ତ୍ତୀ, ଇରା ମହାନ୍ତି, ଉଦିତ ନାରାୟଣ, ସରେଶ ୱାଡ଼େକର
ଚିତ୍ରଗ୍ରହଣ: ରବିନ୍ଦ୍ର ବେହେରା
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୩ ଅପ୍ରେଲ ୨୦୧୧

ଅଭିନୟ

  • ଦୀପନ ଦାସ
  • ଐଶ୍ୱର୍ଯ୍ୟ ପାଠୀ
  • ମାଳବିକା ଭଟ୍ଟାଚାର୍ଯ୍ୟ
  • ସିଦ୍ଧାନ୍ତ ମହାପାତ୍ର
  • ଅଶ୍ରୁମୋଚନ ମହାନ୍ତି
  • ଉଷାସୀ ମିଶ୍ର
  • ମିହିର ଦାସ
  • ଲୀନା
  • ହାଡ଼ୁ
  • ରାଜା ମୁରାଦ୍

ଗୀତ 

1. ଇକିଲି ମିକିଲି ଚିକିଲି ଚିକା
2. ଯୁବା ଯୁବା ଯୌବନ
3. ଏତେ ଭଲ ପାଅ ନାହିଁ
4. ହସିବାର ମିଛ ଅଭିନୟ
5. ଥିରି ଥିରି ଚୋରି ଚୋରି ମନ‌କୁ ଚୋରେଇ
6. ଆମେ କ'ଣ ତମ ପାଇଁ ଫିଟ୍ ନୁହଁ କି
7. ମୋତେ ବୋହୂ କରି ନେଇଯା
Share:

ଏ ମନ ଖୋଜେ ମନଟିଏ

Image result for odia movie e mana khoje manatiye

ନିର୍ଦ୍ଦେଶକ: ରଞ୍ଜନ ମିଶ୍ର
ପ୍ରଯୋଜକ: ଭବକ୍ରିଷ୍ଣା ମିଶ୍ର
ସଂଳାପ: ଚିନ୍ମୟ ଦାସ ପଟ୍ଟନାୟକ
ଚିତ୍ରନାଟ୍ୟ: ରଞ୍ଜନ ମିଶ୍ର, ଚିନ୍ମୟ ଦାସ ପଟ୍ଟନାୟକ
କାହାଣୀ: ଝରଣା ମିଶ୍ର
କଳାକାର: ସୁନୀଲ, ଜୀନା, ତନ୍ମୟ, ରୂପାଲି, ପ୍ରିୟା ମହାପାତ୍ର, ସମରେଶ, ମିହିର ଦାସ, ଅପରାଜିତା ମହାନ୍ତି
ସଙ୍ଗୀତ: ପ୍ରଶାନ୍ତ ପାଢ଼ୀ
କଣ୍ଠ: ବିଭୁ କିଶୋର
ଚିତ୍ରଗ୍ରହଣ: ରଞ୍ଜନ ମିଶ୍ର
ସମ୍ପାଦକ: କୁନା ରାଉଳ
ମୁକ୍ତିଲାଭ ତାରିଖ:
୧୮ ମାର୍ଚ୍ଚ ୨୦୧୧

ଅଭିନୟ

  • ସୁନୀଲ କୁମାର
  • ଜୀନା ସାମଲ
  • ତନ୍ମୟ ମିଶ୍ର
  • ରୂପାଲି ବିହାର
  • ପ୍ରିୟା ମହାପାତ୍ର
  • ସମରେଶ ରାଉତରାୟ
  • ମିହିର ଦାସ
  • ଅପରାଜିତା ମହାନ୍ତି
  • ଅଜିତ ଦାସ
  • ପୃଥିରାଜ ନାୟକ
  • ଅନୀତା ଦାସ
  • ନମ୍ରତା ଦାସ
  • ସରୋଜ ଦାସ
  • ସୁନୀଲ ମିଶ୍ର
  • ଜ୍ୟୋତି ପ୍ରକାଶ
  • ଧରିତ୍ରୀ ରଥ
  • ସୁମନ୍ତ

ଗୀତ 

1. ଗୁରୁ ମିଷ୍ଟର ମହାଗୁରୁ
2. କ୍ରେଜି କ୍ରେଜି
3. ମନ ଖୋଜେ ମନଟିଏ
4. ମୋର ପାରାଦୀପରେ
5. ମୁଁ ଏମିତି ଗାୟକ ଟିଏ
6. ମୁଁହ ମୋଡ଼ି ଯଦି କେହି
Share:

ତୁ ମୋ ଗାର୍ଲଫ୍ରେଣ୍ଡ

Image result for odia movie tu mo girlfriend

ନିର୍ଦ୍ଦେଶକ: ଅବତାର ସିଂ
ପ୍ରଯୋଜକ: ପ୍ରମୋଦ କୁମାର ସ୍ୱାଇଁ
ସଂଳାପ: ସତ୍ୟନାରାୟଣ ସାହୁ, ଇଚ୍ଛା ଦାସ
ଚିତ୍ରନାଟ୍ୟ: ଅବତାର ସିଂ
କାହାଣୀ: ପ୍ରମୋଦ କୁମାର ସ୍ୱାଇଁ
କଳାକାର: ଅରିନ୍ଦମ ରାୟ, ରୂପଲେଖା ମିତ୍ର, ମିହିର ଦାସ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ରାଇମୋହ‌ନ ପରିଡ଼ା
ସଙ୍ଗୀତ: ମଳୟ ମିଶ୍ର
ଗୀତ: ବସନ୍ତରାଜ ସାମଲ, ମୋହିତ ଚକ୍ରବର୍ତ୍ତୀ, ଗଣେଶ୍ୱର ମହାପାତ୍ର, ଅରୁଣ ମନ୍ତ୍ରୀ
କଣ୍ଠ: ଶ୍ରୀଚରଣ, ପଙ୍କଜ ଜାଲ, ବିଭୁ କିଶୋର, ମଳୟ ମିଶ୍ର, ଇରା ମହାନ୍ତି
ଚିତ୍ରଗ୍ରହଣ: ସତ୍ୟ ପଟ୍ଟନାୟକ, ରଞ୍ଜନ, ଦିଲ୍ଲୀପ ରାୟ
ସମ୍ପାଦକ: ବିଶ୍ୱନାଥ ରାଓ
ମୁକ୍ତିଲାଭ ତାରିଖ:
୧୧ ମାର୍ଚ୍ଚ ୨୦୧୧

ଅଭିନୟ

  • ଅରିନ୍ଦମ ରାୟ
  • ରୂପଲେଖା ମିତ୍ର
  • ମିହିର ଦାସ
  • ସ୍ମିତା ମହାନ୍ତି
  • ଉତ୍ତମ ମହାନ୍ତି
  • ଅପରାଜିତା ମହାନ୍ତି
  • ବବି ମିଶ୍ର
  • ଜୟୀରାମ ସାମଲ
  • ରାଇମୋହ‌ନ ପରିଡ଼ା
  • ସୁରେଶ ବଳ
  • ଅକ୍ଷୟ ବସ୍ତିଆ
  • ସରୋଜ ଦାସ
  • ପପୁ ପମ ପମ

ଗୀତ 

1. ତୋର ମୋର ପ୍ରେମ ଗଢ଼ିବା
2. ତୁ ମୋ ଗାର୍ଲଫ୍ରେଣ୍ଡ
3. ଫୁଟୁଥିଲା ଫୁଟୁଥିଲା
4. ସାଗରେ ଶାମୁକା ଶାମୁକାରେ ମୋତି
5. ଦେଇଦେ ଚୁମ୍ମା ଦେଇଦେ ଚୁମ୍ମା
6. ଆସିଲୁ ଯଦି ଜୀବନେ
Share:

ମନ ମୋର ପ୍ରଜାପତି

Image result for odia movie mana mora prajapati

ନିର୍ଦ୍ଦେଶକ: ଅନାମ ଚରଣ ସାହୁ
ପ୍ରଯୋଜକ: ଭବାନୀ ରଥ, ଅନାମ ଚରଣ ସାହୁ
ସଂଳାପ: ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ଭବାନୀ ରଥ
କାହାଣୀ: ଲକ୍ଷ୍ମୀପ୍ରିୟା ସାହୁ
କଳାକାର: ଦୀପକ ବାରିକ, କୋଏଲ୍ ମୁଖାର୍ଜୀ, ମିହିର ଦାସ, ପୁଷ୍ପା ପଣ୍ଡା, ପିଣ୍ଟୁ ନନ୍ଦ, ଜୀବନ ପଣ୍ଡା, ହାଡ଼ୁ
ସଙ୍ଗୀତ: ପ୍ରଶାନ୍ତ ପାଢ଼ୀ
ଗୀତ: ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ, ନିଜାମ୍, ରଜନୀ ରଞ୍ଜନ
କଣ୍ଠ: କୁମାର ବାପି, ତପୁ ମିଶ୍ର, ଅରବିନ୍ଦ ସଡ଼ଙ୍ଗୀ
ଚିତ୍ରଗ୍ରହଣ: ରଞ୍ଜନ ମିଶ୍ର
ମୁକ୍ତିଲାଭ ତାରିଖ:
୨୫ ଫେବୃଆରୀ ୨୦୧୧

ଅଭିନୟ

  • ଦୀପକ ବାରିକ
  • କୋଏଲ୍ ମୁଖାର୍ଜୀ
  • ମିହିର ଦାସ
  • ପୁଷ୍ପା ପଣ୍ଡା
  • ଚିନ୍ମୟ
  • ପିଣ୍ଟୁ ନନ୍ଦ
  • ଜୀବନ ପଣ୍ଡା
  • ହାଡ଼ୁ

ଗୀତ 

1. ଚିଠିଟିଏ ଲେଖିବ
2. ଝୁମି ଗଲା ଝୁମି ଗଲା
3. କାହିଁ ଗଢ଼ୁଥିଲ
4. ଭଲ ମୁଁ ପାଇଚି
5. ମନ ମୋର ପ୍ରଜାପତି
6. ମନ ମୋର କାଚଘର
Share:

ଛାତିରେ ଲେଖିଚି ତୋରି ନାଁ

Image result for odia movie chhatire lekhichi tori na

ନିର୍ଦ୍ଦେଶକ: ସଞ୍ଜୟ ନାୟକ
ପ୍ରଯୋଜକ: ଭବନୀ ଚରଣ ରଥ, ଅନାମ ଚରଣ ସାହୁ
ଚିତ୍ରନାଟ୍ୟ: ସଞ୍ଜୟ ନାୟକ
କାହାଣୀ: ଭବନୀ ଚରଣ ରଥ
କଳାକାର: ସବ୍ୟସାଚୀ, ବର୍ଷା ପ୍ରିୟଦର୍ଶିନୀ, ଚନ୍ଦନ କର, ବିଜୟ ମହାନ୍ତି, ପପୁ ପମ ପମ, ଅଖିଳ ପଟ୍ଟନାୟକ
ସଙ୍ଗୀତ: ମଳୟ ମିଶ୍ର
ଗୀତ: ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ
କଣ୍ଠ: ମଳୟ ମିଶ୍ର, ଇରା ମହାନ୍ତି, ଦେବାଶିଷ ମହାପାତ୍ର, ଉଦିତ ନାରାୟଣ, ଶ୍ରୀଚନ୍ଦନ, ସୁବାଶିଷ
ଚିତ୍ରଗ୍ରହଣ: ରଞ୍ଜନ
ମୁକ୍ତିଲାଭ ତାରିଖ:
୧୪ ଜାନୁଆରୀ ୨୦୧୧

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ବର୍ଷା ପ୍ରିୟଦର୍ଶିନୀ
  • ଚନ୍ଦନ କର
  • ବିଜୟ ମହାନ୍ତି
  • ପପୁ ପମ ପମ
  • ଅଖିଳ ପଟ୍ଟନାୟକ
  • ପ୍ରିୟଙ୍କା ମହାପାତ୍ର

ଗୀତ 

1. ଆରେ' ସାଥି ଆ
2. ଛାତିରେ ଲେଖିଚି
3. କାହିଁକି ଲେଖିଲି
4. ମନ ଗୁଡ଼ି
5. ସାଧବ ପୁଅ
6. ତମେ ମୋ ପାଖରେ ଥିଲ
7. ତୋ ଭିତରେ ମୁଁ ରହିଚି
8. ତୋ ଭିତରେ ମୁଁ ରହିଚି ‌(ନାରୀ)
9. ତୋ ଭିତରେ ମୁଁ ରହିଚି ‌(ପୁରଷ+ନାରୀ)
Share:

ମୋଷ୍ଟ ୱାଣ୍ଟେଡ

Image result for odia movie most wanted

ନିର୍ଦ୍ଦେଶକ: ସୁଶାନ୍ତ ମଣି
ପ୍ରଯୋଜକ:
ପ୍ରଭାସ ରାଉତ
ସଂଳାପ: ବାପୁ ଗୋସ୍ୱାମୀ
ଚିତ୍ରନାଟ୍ୟ: ସୁଶାନ୍ତ ମଣି
କାହାଣୀ: ମୁନୀ ପାତ୍ର
କଳାକାର: ଅନୁଭବ ମହାନ୍ତି, ମେଘା ଘୋଷ, ମିହର ଦାସ, ମୀନକେନ, ସମରେଶ ରାଉତରାୟ, ପୁଷ୍ପା ପଣ୍ଡା, ହର ରଥ
ସଙ୍ଗୀତ: ଗୁଡ୍‌ଲି ରଥ
ଗୀତ: ମୋହିତ ଚକ୍ରବର୍ତ୍ତୀ, ବାପୁ ଗୋସ୍ୱାମୀ
କଣ୍ଠ: ସୁନୀଧି ଚୌହାନ, କ୍ରିଷ୍ଣା, ତପୁ ମିଶ୍ର, ଇରା ମହାନ୍ତି, ଅନ୍‌ବୁ ସେଲ୍‌ଭମ୍, ଶାନ୍
ଚିତ୍ରଗ୍ରହଣ: ସୀତାଂଶୁ ମହାପାତ୍ର
ସମ୍ପାଦକ: ସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ:
୧୪ ଜାନୁଆରୀ ୨୦୧୧

ଅଭିନୟ

  • ଅନୁଭବ ମହାନ୍ତି
  • ମେଘା ଘୋଷ
  • ମିହର ଦାସ
  • ମୀନକେନ
  • ସମରେଶ ରାଉତରାୟ
  • ପୁଷ୍ପା ପଣ୍ଡା
  • ହର ରଥ
  • ବୈଶାଖି ମହାନ୍ତି
  • ଜୀବନ ପଣ୍ଡା
  • ଅସୀତ ପତି
  • ପପୁ ପମ ପମ
  • ସାତ୍ୱକୀ ମିଶ୍ର
  • ସନ୍ତୋଷ ମିଶ୍ର
  • ପ୍ରକାଶ ପରିଡ଼ା
  • ଉମେଶ
  • ଚୌଧୁରୀ ବିକାଶ ଦାସ

ଗୀତ 

1. ବିଡ଼ି ଛାଡ଼ ସାଙ୍ଗ ଏବେ ସିଗାରେଟ ଲଗା
2. ଚୁପି ଚୁପି ବେଳେ ବେଳେ
3. ବେଳେ ବେଳେ ଜୀବନ ବି
4. ଛାତି ତଳେ ଥାଏ ଜଣେ ଲୁଚି
5. ମୋଷ୍ଟ ୱାଣ୍ଟେଡ୍
Share:

ଲୋଫର

Image result for odia movie e mana khoje manatiye

ନିର୍ଦ୍ଦେଶକ: ଅଶୋକ ପତି
ପ୍ରଯୋଜକ: ସୁନୀଲ କୁମାର ପଣ୍ଡା
ସଂଳାପ: ଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ଅଶୋକ ପତି
କାହାଣୀ: ଅଶୋକ ପତି
କଳାକାର: ବାବୁଶାନ୍, ଅର୍ଚ୍ଚିତା, ବୁଦ୍ଧାଦିତ୍ୟ, ମିହିର ଦାସ, ଅପରାଜିତା ମହାନ୍ତି, ମୀନକେତନ, ସମରେଶ
ସଙ୍ଗୀତ: ଗୁଡ୍‌ଲି ରଥ
ଗୀତ: ମୋହିତ ଚକ୍ରବର୍ତ୍ତୀ, ବାପୁ ଗୋସ୍ୱାମୀ, ଜିତେନ୍ଦ୍ର ପ୍ରଧାନ
କଣ୍ଠ: ଅଭିଜିତ, ବାବୁଶାନ୍, ତପୁ ମିଶ୍ର, ଗୁଡ୍‌ଲି ରଥ, ଶାନ୍, ତାରାନ୍ନୁମ୍
ଚିତ୍ରଗ୍ରହଣ: ରମେଶ ବାବୁ
ସମ୍ପାଦକ: ସୁକୁମାର ମଣି
ମୁକ୍ତିଲାଭ ତାରିଖ:
୧୪ ଜାନୁଆରୀ ୨୦୧୧

ଅଭିନୟ

  • ବାବୁଶାନ୍
  • ଅର୍ଚ୍ଚିତା ସାହୁ
  • ବୁଦ୍ଧାଦିତ୍ୟ ମହାନ୍ତି
  • ମିହିର ଦାସ
  • ଅପରାଜିତା ମହାନ୍ତି
  • ମୀନକେତନ
  • ଉତ୍ତମ ମହାନ୍ତି
  • ସମରେଶ ରାଉତରାୟ
  • ଜୀବନ ପଣ୍ଡା
  • ବିଜୟ ପଟ୍ଟନାୟକ
  • ସୁମନ
  • ବିରେନ ମିତ୍ର
  • ଲଭ୍‌ଲି

ଗୀତ 

1. ସଲାମ ଭୁବନେଶ୍ୱର
2. ମୋ ଦିଲ୍ ବୋଲେ ଓମ୍ ତ‌ତ୍ସ
3. ଲାଲ୍ ଟ‌ହ ଟ‌ହ ଦେଇ ଗୋଲାପ
4. ଝିଅ ସବୁ ଚାଇନା ମୋବାଇଲ୍
5. ପାଇଚି ଭଲ
6. ଓଠ ତୁନି ରହେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର