ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୨୦୧୦ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୨୦୧୦ର ଓଡ଼ିଆ କଥାଚିତ୍ର. Show all posts

ସ୍ୱୟଂସିଦ୍ଧା

Image result for odia movie swayamsiddha

ନିର୍ଦ୍ଦେଶକ: ସୁଧାଂଶୁ ମୋହ‌ନ ସାହୁ
ପ୍ରଯୋଜକ: ପ୍ରଭାତ ରଞ୍ଜନ ମଲ୍ଲିକ
ଚିତ୍ରନାଟ୍ୟ: ସୁଧାଂଶୁ ମୋହ‌ନ ସାହୁ, ଦିଲ୍ଲୀପ ଚୌଧୁରୀ
କାହାଣୀ: ନମିତା ମଲ୍ଲିକ
କଳାକାର: ସିଦ୍ଧାନ୍ତ ମହାପାତ୍ର, ଯୁକ୍ତା, ସୁନୀଲ କୁମାର, ପିଣ୍ଟୁ ନନ୍ଦ, ଅପରାଜିତା ମହାନ୍ତି, ଅନିତା ଦାସ, ଶ୍ୱେତା ଆଚାର୍ଯ୍ୟ
ସଙ୍ଗୀତ: ସ୍ୱରୂପ ନାୟକ
ଗୀତ: ସ୍ୱରୂପ ନାୟକ
କଣ୍ଠ: କୁମାର ବାପି, ତପୁ ମିଶ୍ର, ଟି. ସୌରୀ
ଚିତ୍ରଗ୍ରହଣ: ସଞ୍ଜୀବ ମହାପାତ୍ର
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୧୩ ଅଗଷ୍ଟ ୨୦୧୦

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ଯୁକ୍ତା
  • ସୁନୀଲ କୁମାର
  • ପିଣ୍ଟୁ ନନ୍ଦ
  • ଅପରାଜିତା ମହାନ୍ତି
  • ଅନିତା ଦାସ
  • ଶ୍ୱେତା ଆଚାର୍ଯ୍ୟ
  • ପ୍ରଦ୍ୟୁମ୍ନ ଲେଙ୍କା
  • ଦୁଷ୍ମନ୍ତ ପଣ୍ଡା
  • ପ୍ରସନ୍ନ ପାଟ୍ଟସାଣୀ
  • ମାତୃପ୍ରସାଦ
  • ସରୋଜିନୀ ରାଉତ

ଗୀତ 

1. ଦେଖ ଆକାଶ ପିନ୍ଧିଚି ଇନ୍ଦ୍ରଧନୁର ଓଢ଼ଣୀ
2. ଆମେ ମାଟିର ମଣିଷ
3. ଯଦି ଏଇ ପୃଥିବୀଟା
4. କିଛି କିଛି କଥା
5. କୋଇଲି କୋଇଲି
6. ମୁଁ ମୋ ନିଜଠୁ ଗଲି
Share:

ତୋ'ର ମୋ'ର ଯୋଡ଼ି ସୁନ୍ଦର

Image result for odia movie tor mor jodi sundar

ନିର୍ଦ୍ଦେଶକ: ଦେବୁ ପଟ୍ଟନାୟକ
ପ୍ରଯୋଜକ: ଅଧିରାଜ ପାଣିଗ୍ରାହୀ
ସଂଳାପ: ସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟ: ସୁବୋଧ ପଟ୍ଟନାୟକ, ଦେବୁ ପଟ୍ଟନାୟକ
କାହାଣୀ: ଦେବୁ ପଟ୍ଟନାୟକ
କଳାକାର: ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ଅର୍ପିତା ମୁଖାର୍ଜୀ, ଦେବୁ ବୋଷ, ମିହିର ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ହରିହର ମହାପାତ୍ର
ସଙ୍ଗୀତ: ଶାନ୍ତିରାଜ ଖୋସ୍‌ଲା
ଗୀତ: ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ, ବିଜୟ ମଲ୍ଲ
କଣ୍ଠ: ମହ‌ମଦ ଅଜିଜ୍, ସୁନିଧି ଚୌହାନ, ଇରା ମହାନ୍ତି, ଉଦିତ ନାରାୟଣ, ସଂଘମିତ୍ରା, ସାଧନା ସର୍‌ଗମ୍, ଶାନ୍
ଚିତ୍ରଗ୍ରହଣ: ଧୃବାନନ୍ଦ ପଣ୍ଡା
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୩ ସେପ୍ଟେମ୍ବର ୨୦୧୦

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ଅର୍ଚ୍ଚିତା ସାହୁ
  • ଅର୍ପିତା ମୁଖାର୍ଜୀ
  • ଦେବୁ ବୋଷ
  • ମିହିର ଦାସ
  • ପ୍ରଦ୍ୟୁମ୍ନ ଲେଙ୍କା
  • ହରିହର ମହାପାତ୍ର
  • ମେଘା
  • ବିଜୟ ମହାନ୍ତି
  • ପିଣ୍ଟୁ ନନ୍ଦ
  • ଜୀବନ ପଣ୍ଡା
  • ନିରଞ୍ଜନ ପତି
  • ହର ପଟ୍ଟନାୟକ
  • ଜୟୀରାମ ସାମଲ
  • ବ୍ରଜ ସିଂହ

ଗୀତ 

1. ତୋର ମୋର ଯୋଡ଼ି ସୁନ୍ଦର
2. ପବନ ମାଗୁଚି ଚୁମା
3. ସକାଳ ସୁରୂଜ
4. ହେଲାରେ ହେଇଗଲା ପ୍ରେମ ହୋଲେ ହୋଲେ
5. ଡ‌ହରୀ ରଙ୍ଗ
6. କେମିତି ବୁଝିଲୁ ନାହିଁ
7. ତୋର ମୋର ଯୋଡ଼ି ସୁନ୍ଦର (ଦୁଃଖ)
Share:

ଡନ୍

Image result for odia movie don

ନିର୍ଦ୍ଦେଶକ: ସୁଧାଂଶୁ ମୋହ‌ନ ସାହୁ
ପ୍ରଯୋଜକ: ସଞ୍ଜୟ ନାୟକ, ବିନୟ ନାୟକ
ସଂଳାପ: ରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟ: ରଣଜିତ ପଟ୍ଟନାୟକ
କଳାକାର: ଅନୁଭବ ମହାନ୍ତି, ଲଭ୍‌ଲି, ବ‌ବି ମିଶ୍ର, ଦେବଯାନୀ, ସିଦ୍ଧାନ୍ତ ମହାପାତ୍ର, ଅରୋସ୍ମିତା, ବିଜୟ ମହାନ୍ତି, ଉତ୍ତମ ମହାନ୍ତି
ସଙ୍ଗୀତ: ଶାନ୍ତିରାଜ ଖୋସ୍‌ଲା, ସ୍ୱରୂପ ନାୟକ
ଗୀତ: ନିଜାମ୍, ସ୍ୱରୂପ ନାୟକ
କଣ୍ଠ: ଅନୁଭବ ମହାନ୍ତି
ଚିତ୍ରଗ୍ରହଣ: ରମେଶ ବାବୁ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୧୫ ଜାନୁଆରୀ ୨୦୧୦

ଅଭିନୟ

  • ଅନୁଭବ ମହାନ୍ତି
  • ଲଭ୍‌ଲି
  • ବ‌ବି ମିଶ୍ର
  • ଦେବଯାନୀ
  • ସିଦ୍ଧାନ୍ତ ମହାପାତ୍ର
  • ଅରୋସ୍ମିତା
  • ଇଲୁ ବାନାର୍ଜୀ
  • ଦେବୁ ବୋଷ
  • ଅନିତା ଦାସ
  • ଗ୍ଲୋରିଆ ମହାନ୍ତି
  • ବିନାୟକ ମିଶ୍ର
  • ସାତ୍ୱକୀ ମିଶ୍ର
  • ବିଜୟ ମହାନ୍ତି
  • ଉତ୍ତମ ମହାନ୍ତି
  • ସୁଧାଂଶୁ ମୋହ‌ନ ସାହୁ

ଗୀତ 

1. ତୁ ତୁ ତୁ ଖାଲି ତୁ
2. ତୋ ଆଖିରେ ଥିଲା କି
3. ଖୁସି ଲୋ ଖୁସି
4. ଆଇ ଏମ୍ ଦ ଡନ୍
5. ଚୁମା
6. ଛାତି ଟା ତୋ ଟାଣୁଆ
Share:

ଦିୱାନା

Image result for 2010 odia movie diwana

ନିର୍ଦ୍ଦେଶକ: ଅଶୋକ ପତି
ପ୍ରଯୋଜକ: ବିଜୟ କନ୍ଦୋଇ
ସଂଳାପ: ରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟ: ଅଶୋକ ପତି, ରଣଜିତ ପଟ୍ଟନାୟକ
କାହାଣୀ: ବିଜୟ କନ୍ଦୋଇ
କଳାକାର: ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ପପୁ ପମ ପମ, ମିହିର ଦାସ, ସମରେଶ ରାଉତରାୟ, ମୀନକେତନ
ସଙ୍ଗୀତ: ମଳୟ ମିଶ୍ର
ଗୀତ: ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ
କଣ୍ଠ: କ୍ରିଷ୍ଣା, ଇରା ମହାନ୍ତି, ଉଦିତ ନାରାୟଣ, ବିନୋଦ ରାଠୋଡ଼, ବାବୁଲ ସୁପ୍ରିଓ
ଚିତ୍ରଗ୍ରହଣ: ସୀତାଂଶୁ ମହାପାତ୍ର
ସମ୍ପାଦକ: ସୁକୁମାର ମଣି
ମୁକ୍ତିଲାଭ ତାରିଖ:
୧୪ ଅକ୍ଟୋବର ୨୦୧୦

ଅଭିନୟ

  • ଅନୁଭବ ମହାନ୍ତି
  • ବର୍ଷା ପ୍ରିୟଦର୍ଶିନୀ
  • ପପୁ ପମ ପମ
  • ମିହିର ଦାସ
  • ସମରେଶ ରାଉତରାୟ
  • ମୀନକେତନ
  • ଶକ୍ତି ବରାଳ
  • ଚୌଧୁରୀ ଜୟପ୍ରକାଶ ଦାସ
  • ସରୋଜ ଦାସ
  • ବିଜୟ ମହାନ୍ତି
  • ପିଣ୍ଟୁ ନନ୍ଦ
  • ଜୀବନ ପଣ୍ଡା
  • ରୁନୁ ପରିଜା
  • ପପି ସନ୍ତୁକ

ଗୀତ 

1. ନେ ନେ ନେ ରଙ୍ଗ ଟିକେ ଦେଲି
2. ଆକାଶେ ପବନ ପବନରେ ଚିଠି
3. ଭୁଲି ପାରୁନାହିଁ
4. ଆମ ଭିତରେ କଛି ଅଛି
5. ଦେହ ଦରଜ ହେଲାଣୀ
6. ଆ କ‌ହୁଚି ତ‌ତେ ଗୋଟେ କାହାଣୀ ଥିଲା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର