ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଛାଇ ପରି ରହିଥିବି

Image result for odia film chhadi pari rahithibi

ନିର୍ଦ୍ଦେଶକ: ପ୍ରଶାନ୍ତ ପାଲ୍
ପ୍ରଯୋଜକ: ପ୍ରଶାନ୍ତ ପାଲ, ବିକାଶ ନାୟକ
ସଂଳାପ: ପ୍ରଶାନ୍ତ ପାଲ୍
ଚିତ୍ରନାଟ୍ୟ: ମାନସ ପାତ୍ର
କାହାଣୀ: ରଣଜିତ ପଟ୍ଟନାୟକ
କଳାକାର: ରୂପେଶ, ରୋଜାଲିନ, ସତ୍ୟ, ଲିପିକା, ମୀନକେତନ, ଅଶ୍ରୁମୋଚନ ମହାନ୍ତି, ଜ୍ଞାନରଞ୍ଜନ, ରବି ମିଶ୍ର, ନୀଲୁ
ସଙ୍ଗୀତ: ପି. କୁମାର
ଗୀତ: ସାସମଲ ମାସନ, ପଞ୍ଚାନନ ନାୟକ
କଣ୍ଠ: ଉଦିତ ନାରାୟଣ, କୁମାର ସାନୁ, ମହମଦ ଅଜିଜ୍, କୁମାର ବାପି, ମାଧବ, ସଞ୍ଜୁ, ଶୈଳବାଳା ଦାସ
ଚିତ୍ରଗ୍ରହଣ:
ସମ୍ପାଦକ: ମାନସ ପାତ୍ର
ମୁକ୍ତିଲାଭ ତାରିଖ:


ଅଭିନୟ

  • ରୂପେଶ
  • ରୋଜାଲିନ
  • ସତ୍ୟ
  • ଲିପିକା
  • ମୀନକେତନ
  • ଅଶ୍ରୁମୋଚନ ମହାନ୍ତି
  • ଜ୍ଞାନରଞ୍ଜନ
  • ରବି ମିଶ୍ର
  • ନୀଲୁ

ଗୀତ 

1. ଛାଇ ପରି ରହିଥିବି
2. ତୁ ପକ୍ଷୀଟେ ହେଲେ
3. ଚାଲି ତୋ ହଂସିନୀ
4. ଚୋରି ଚୋରି
5.ଏତେ ପାଖାପାଖି
 
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର