ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଗୌରୀ


ନିର୍ଦ୍ଦେଶକ: ଧୀର ବିଶ୍ଵାଳ
ପ୍ରଯୋଜକ: ଧୀର ବିଶ୍ଵାଳ
ସଂଳାପ: ବିଶ୍ୱଜିତ ଦାସ
ଚିତ୍ରନାଟ୍ୟ: ସଲିଳ ମୁଖାର୍ଜୀ
କାହାଣୀ: ମଣିଲାଲ ବାନାର୍ଜୀ
କଳାକାର: ଧୀର ବିଶ୍ଵାଳ, ପ୍ରଶାନ୍ତ ନନ୍ଦ, ଅଜିତ ଦାସ, ମହାଶ୍ୱେତା ରାୟ, ଲୀଳା ଦୁଲାଳି
ସଙ୍ଗୀତ: ପ୍ରଫୁଲ୍ଲ କର
ଗୀତ: ଭକ୍ତକବି ମଧୂସୁଦନ ରାଓ, ପ୍ରଫୁଲ୍ଲ କର, ନିଜାମ୍
କଣ୍ଠ: ଚିତ୍ତ ଜେନା, ବାଣୀ ଜୟରାମ, ଚୋରସ୍, ଏସ୍ ଜାନ‌କୀ
ଚିତ୍ରଗ୍ରହଣ: ରଞ୍ଜନ କିନାଗୀ
ସମ୍ପାଦକ: ଅମୀୟ ମୁଖାର୍ଜୀ
ମୁକ୍ତିଲାଭ ତାରିଖ:
୭ ଫେବୃଆରୀ ୧୯୭୯

ଅଭିନୟ

  • ପ୍ରଶାନ୍ତ ନନ୍ଦ
  • ଧୀର ବିଶ୍ଵାଳ
  • ବାଙ୍କୁ
  • ପ୍ରଦୀପ ବିଶ୍ଵାଳ
  • ଅଜିତ ଦାସ
  • ଗୋବିନ୍ଦ ତେଜ
  • ନରେନ୍ଦ୍ର କୁମାର ବେହେରା (ନରୀ)
  • ଅଶୋକ
  • ନଗେନ ଦାସ
  • କେଦାର ଗୁରୁ
  • ପ୍ରମୋଦ ମହାପାତ୍ର
  • ପ୍ରଫୁଲ୍ଲ ମିଶ୍ର
  • ପରମାନନ୍ଦ
  • ସୁର ପରିଡ଼ା
  • ସାମସନ ଲିମା
  • ମହାଶ୍ୱେତା ରାୟ
  • ଗୀତାରାଣୀ
  • ଲୀଳା ଦୁଲାଳି
  • ରୁକ୍ମଣୀ

ଗୀତ 

1. କି ସୁନ୍ଦର ଆହା କି ଆନନ୍ଦ ମୟ ଏଇ ବିଶାଳ ସଂସାର
2. ଏ ଗାଆଁର ମଉଡ଼ମଣୀ ଗୋ
3. ରଜନୀ ଗୋ ମୋ ପ୍ରିୟା ନୟନେ
4. ପାଇଚି ଏଇ ଜୀବନେ
5. ଗୋରା ଗୋରା ଗାଲେ ମୋର
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର