ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଦେ ମା ଶକ୍ତି ଦେ




ନିର୍ଦ୍ଦେଶକ: ସଞ୍ଜୟ ନାୟକ
ପ୍ରଯୋଜକ: ପୂର୍ଣ୍ଣମାସୀ ସାହୁ
କାହାଣୀ: ସଞ୍ଜୟ ନାୟକ
କଳାକାର: ସିଦ୍ଧାନ୍ତ ମହାପାତ୍ର, ଅର୍ଚ୍ଚିତା ସାହୁ, ଚନ୍ଦନ କର, ଉଷାସୀ ମିଶ୍ର, ଉତ୍ତମ ମହାନ୍ତି, ରାଇମୋହ‌ନ ପରିଡ଼ା
ସଙ୍ଗୀତ: ମଳୟ ମିଶ୍ର
ଗୀତ: ବସନ୍ତରାଜ ସାମଲ, ଗଣେଶ୍ୱର ମହାପାତ୍ର, ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ
କଣ୍ଠ: କୁମାର ବାପି, ପଙ୍କଜ ଜାଲ, ବିଭୁ କିଶୋର, ମଳୟ ମିଶ୍ର, ଇରା ମହାନ୍ତି
ଚିତ୍ରଗ୍ରହଣ: ସଞ୍ଜୟ
ସମ୍ପାଦକ: ସଞ୍ଜୟ ନାୟକ
ମୁକ୍ତିଲାଭ ତାରିଖ:
୨୦୦୬

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ଅର୍ଚ୍ଚିତା ସାହୁ
  • ଚନ୍ଦନ କର
  • ଉଷାସୀ ମିଶ୍ର
  • ଉତ୍ତମ ମହାନ୍ତି
  • ରାଇମୋହ‌ନ ପରିଡ଼ା
  • ପପୁ ପମ ପମ
  • ଦେବୁ ବୋଷ
  • ନମ୍ରତା ଦାସ

ଗୀତ 

1. ମାରିଦେଲି ଦିଆସିଲି
2. ତୋ ନାଁରେ ମୋ ନାଁ ଯୋଡ଼ି
3. ଦେ ମାଆ ଶକ୍ତି ଦେ
4. ପୁରୁବ ପଶ୍ଚିମ
5. ମୋର ନୂଆ ଓଢ଼ଣୀ
6. ଜାନାରେ ଜାନା
7. ହୀରା ମୋତି ମାଣିକ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର