ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ସୂର୍ଯ୍ୟମୁଖୀ



ନିର୍ଦ୍ଦେଶକ: ପ୍ରଫୁଲ୍ଲ ସେନଗୁପ୍ତା
ପ୍ରଯୋଜକ: ସୌମେନ୍ଦ୍ର ମିଶ୍ର
ସଂଳାପ: ଗୁରୁକୃଷ୍ଣ ଗୋସ୍ଵାମୀ
କାହାଣୀ: ସୌମେନ୍ଦ୍ର ମିଶ୍ର
କଳାକାର: ଅନନ୍ତ, ଲକ୍ଷ୍ମୀପ୍ରିୟା ମହାପାତ୍ର, ମିନତି ମିଶ୍ର, ସୁଖଲତା ମହାନ୍ତି
ସଙ୍ଗୀତ: ଶାନ୍ତନୁ ମହାପାତ୍ର
ଗୀତ: ଗୁରୁକୃଷ୍ଣ ଗୋସ୍ଵାମୀ
କଣ୍ଠ: ଲତା ମଙ୍ଗେସ୍କର, ମହ‌ମଦ ସିକନ୍ଦର ଆଲାମ, ନିର୍ମଳ ମିଶ୍ର, ପ୍ରଣବ ପଟ୍ଟନାୟକ, ମନ୍ନା ଦେ
ଚିତ୍ରଗ୍ରହଣ: କ‌ହ୍ନେଇ ଦେ
ସମ୍ପାଦକ: ସୁକୁମାର ସେନ‌ଗୁପ୍ତା
ମୁକ୍ତିଲାଭ ତାରିଖ:
ଅକ୍ଟୋବର ୧୯୬୩

ଅଭିନୟ

  • ଅନନ୍ତ ମହାପାତ୍ର
  • ଲକ୍ଷ୍ମୀପ୍ରିୟା ମହାପାତ୍ର
  • ମିନତି ମିଶ୍ର
  • ସୁଖଲତା ମହାନ୍ତି
  • ସାମୁଏଲ ସାହୁ
  • ସୌମେନ୍ଦ୍ର
  • ବିମଳ ଚୌଧୁରୀ
  • ଧୀର ବିଶ୍ୱାଳ

ଗୀତ 

1. ସେଇ ଚୁନା ଚୁନା
2. ସେଇ ନୀଳ ପରୀ ଦେଶେ ଜ‌ହିଁ ଚନ୍ଦ୍ରମା ହସେ
3. ଅନ୍ତର କାନ୍ଦେ ବାହାରେ ହସେ ସେଇ ମୋର ପରିଚୟ
4. ଦୁନିଆରେ ସମୟର ନଈ ବ‌ହି ଯାଏରେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର