
| ନିର୍ଦ୍ଦେଶକ: | ହିମାଂଶୁ ପରିଜା |
|---|---|
| ପ୍ରଯୋଜକ: | ସୌମ୍ୟ ରଞ୍ଜନ ପଟ୍ଟନାୟକ, ଅଜିତ ମିଶ୍ର |
| ସଂଳାପ: | ଚିନ୍ମୟ ଦାସ ପଟ୍ଟନାୟକ |
| ଚିତ୍ରନାଟ୍ୟ: | ହିମାଂଶୁ ପରିଜା |
| କାହାଣୀ: | ହିମାଂଶୁ ପରିଜା, ପ୍ରଶାନ୍ତ ଜେନା, ସୌମ୍ୟ ରଞ୍ଜନ ପଟ୍ଟନାୟକ |
| କଳାକାର: | ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ସିଦ୍ଧାନ୍ତ ମହାପାତ୍ର, ସୋଫିଆ ଆଲମ୍, ବିଜୟ ମହାନ୍ତି, ମିହିର ଦାସ |
| ସଙ୍ଗୀତ: | ମଳୟ ମିଶ୍ର |
| ଗୀତ: | ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ |
| କଣ୍ଠ: | ମହମଦ ଅଜିଜ୍, ଶ୍ରୀଚରଣ, ଇରା ମହାନ୍ତି, ଉଦିତ ନାରାୟାଣ, ସୁରେଶ ୱାଡ଼େକର |
| ଚିତ୍ରଗ୍ରହଣ: | ଏସ୍ ରଞ୍ଜନ |
| ସମ୍ପାଦକ: | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ:
|
୧୫ ଫେବୃଆରୀ ୨୦୦୯ |
ଅଭିନୟ
- ଅନୁଭବ ମହାନ୍ତି
- ବର୍ଷା ପ୍ରିୟଦର୍ଶିନୀ
- ସିଦ୍ଧାନ୍ତ ମହାପାତ୍ର
- ସୋଫିଆ ଆଲମ୍
- ବିଜୟ ମହାନ୍ତି
- ମିହିର ଦାସ
- ସ୍ନିଗ୍ଧା ମହାନ୍ତି
- ହରିହର ମହାପାତ୍ର
- ସରୋଜ ଦାସ
- ମଧୁ
- ପ୍ରିୟଙ୍କା ମହାପାତ୍ର
- ଅଜିତ ମିଶ୍ର
- ଲୋରେନ୍ସ
- ଶଙ୍କର ମିଶ୍ର
ଗୀତ
1. ସୁନା ଚଢ଼େଇ ମୋ ରୂପା ଚଢ଼େଇ
2. ନୀଳ ଆକାଶ ତଳେ ମୁଁ ଉଡ଼ିଲା ବେଳେ
3. କିଏସେ ଗଢ଼ିଲା ଝିଅଙ୍କୁ ଲୋ
4. ହେ ପ୍ରେମ ଋତୁ
2. ନୀଳ ଆକାଶ ତଳେ ମୁଁ ଉଡ଼ିଲା ବେଳେ
3. କିଏସେ ଗଢ଼ିଲା ଝିଅଙ୍କୁ ଲୋ
4. ହେ ପ୍ରେମ ଋତୁ