ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଶ୍ରୀ ଲୋକନାଥ


ନିର୍ଦ୍ଦେଶକ: ପ୍ରଫୁଲ୍ଲ ସେନଗୁପ୍ତା
ପ୍ରଯୋଜକ: ରୂପରାଗ ପ୍ରାଇଭେଟ ଲିମିଟେଡ
ସଂଳାପ: ବିପିନ ମହାନ୍ତି
ଚିତ୍ରନାଟ୍ୟ: ପ୍ରେମେନ୍ଦ୍ର ମିତ୍ର
କାହାଣୀ: ଅଶ୍ଵିନୀ କୁମାର ଘୋଷ
କଳାକାର: ସାମୁଏଲ ସାହୁ (ବାବି), ଅକ୍ଷୟ ମହାନ୍ତି (କାଶ୍ୟପ), ମଣିମାଳା
ସଙ୍ଗୀତ: ବାଳକୃଷ୍ଣ ଦାସ
ଗୀତ: କାର୍ତ୍ତୀକ ଘୋଷ, ନରସିଂହ ମହାପାତ୍ର
କଣ୍ଠ: ପ୍ରଣବ ପଟ୍ଟନାୟକ, ନିର୍ମଳ ମିଶ୍ର, ସନ୍ଧ୍ୟା ମୁଖାର୍ଜୀ
ଚିତ୍ରଗ୍ରହଣ: ରାମାନନ୍ଦ ସେନଗୁପ୍ତା
ସମ୍ପାଦକ: ସୁକୁମାର ସେନଗୁପ୍ତା
ମୁକ୍ତିଲାଭ ତାରିଖ:
୧୪ ଅପ୍ରେଲ ୧୯୬୦

ଅଭିନୟ

  • ସାମୁଏଲ ସାହୁ (ବାବି)
  • ଦୁଃଖୀରାମ ସ୍ଵାଇଁ
  • ଅକ୍ଷୟ ମହାନ୍ତି (କାଶ୍ୟପ)
  • ଇନ୍ଦ୍ରଜିତ ଘୋଷ
  • ନିତ୍ୟାନନ୍ଦ ମିଶ୍ର
  • କମଳ କୁମାରି ମହାପାତ୍ର
  • ମଣିମାଳା
  • ନିର୍ମଳା
  • ସୌମେନ୍ଦ୍ର
  • ଉର୍ବଶୀ

ଗୀତ 

1. ଚାହେଁନା ଚାହେଁନା ମିଛି ଏ ବନ୍ଧନ
2. ତୁ କି' ପରଦେଶୀ ନିଜ ଦେଶେ
3. ଆଜି ଆକାଶେ କି ରଙ୍ଗ ଲାଗିଲା
4. ଫୁଲ ରାଶିରେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର