ନିର୍ଦ୍ଦେଶକ: | ସଞ୍ଜୟ ନାୟକ |
---|---|
ପ୍ରଯୋଜକ: | ଉତ୍ତମ ଚାନ୍ଦ ଜୈନ |
ସଂଳାପ: | ସଞ୍ଜୟ ନାୟକ |
ଚିତ୍ରନାଟ୍ୟ: | ସଞ୍ଜୟ ନାୟକ |
କାହାଣୀ: | ସଞ୍ଜୟ ନାୟକ |
କଳାକାର: | ସବ୍ୟସାଚୀ ମିଶ୍ର, ମେଘା ଘୋଷ, ପୁଷ୍ପା ପଣ୍ଡା, ବିରେନ ମିଶ୍ର, ସ୍ନିଗ୍ଧା ମହାନ୍ତି, ମୀନକେତନ, ଜୟୀରାମ ସାମଲ |
ସଙ୍ଗୀତ: | ଅଭିଜିତ ମଜୁମଦାର |
ଗୀତ: | ଡଃ ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ, ସୁଜିତ୍ ପରିଜା |
କଣ୍ଠ: | ବିଭୁ କିଶୋର, କୁମାର ସାନୁ, ଅଭିଜିତ ମଜୁମଦାର, ମାନସ ପ୍ରୀତମ, ଇରା ମହାନ୍ତି |
ଚିତ୍ରଗ୍ରହଣ: | ଏସ୍ ରଞ୍ଜନ |
ସମ୍ପାଦକ: | ସଞ୍ଜୟ ନାୟକ |
ମୁକ୍ତିଲାଭ ତାରିଖ:
|
୧୩ ଅଗଷ୍ଟ ୨୦୧୦ |
ଅଭିନୟ
- ସବ୍ୟସାଚୀ ମିଶ୍ର
- ମେଘା ଘୋଷ
- ପୁଷ୍ପା ପଣ୍ଡା
- ବିରେନ ମିଶ୍ର
- ସ୍ନିଗ୍ଧା ମହାନ୍ତି
- ମୀନକେତନ
- ଜୟୀରାମ ସାମଲ
- ଦୀପାଲି
- ହାଡ଼ୁ
- ମୟୁରୀ
- ମିଟୁ ମିଥୁନ
- ବିଜୟ ମହାନ୍ତି
- ତନ୍ଦ୍ରା ରାୟ
- ଅରବିନ୍ଦ ଷଡ଼ଙ୍ଗୀ
ଗୀତ
1. ବାଘ ଆଜି ମେଁ ମେଁ
2. ଆଖିରେ ଓଠରେ
3. ଓମ୍ ନମଃ ନମଃ
4. ସୁନାଠୁ ଅଧିକ ସୁନା
2. ଆଖିରେ ଓଠରେ
3. ଓମ୍ ନମଃ ନମଃ
4. ସୁନାଠୁ ଅଧିକ ସୁନା