ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ସମର୍ପଣ



ନିର୍ଦ୍ଦେଶକ: ପ୍ରଫୁଲ୍ଲ ରଥ, ଏନ୍. ଗୋପାଳକୃଷ୍ଣ
ପ୍ରଯୋଜକ: ପ୍ରଫୁଲ୍ଲ ରଥ
ସଂଳାପ: ପ୍ରଫୁଲ୍ଲ ରଥ
ଚିତ୍ରନାଟ୍ୟ: ପ୍ରଫୁଲ୍ଲ ରଥ
କାହାଣୀ: ପ୍ରଫୁଲ୍ଲ ରଥ
କଳାକାର: ବିଜୟ ମହାନ୍ତି, ଶରତ ପୂଜାରୀ, ଜଗନ୍ନାଥ, ଗିରିଶ ଚନ୍ଦ୍ର ପୁରୋହିତ, ତନ୍ଦ୍ରା ରାୟ, ନିହାରିକା ସାହୁ
ସଙ୍ଗୀତ: ଉପେନ୍ଦ୍ର କୁମାର
ଗୀତ: ଜୁଗଳ ପ୍ରସାଦ ଯୋଶୀ, ନାରାୟଣ ପ୍ରସାଦ ପଟ୍ଟନାୟକ, ବିନୋଦ ପଟ୍ଟନାୟକ
କଣ୍ଠ: ପ୍ରଣବ ପଟ୍ଟନାୟକ, ଚିତ୍ତ ଜେନା
ମୁକ୍ତିଲାଭ ତାରିଖ:
୨୩ ମାର୍ଚ୍ଚ ୧୯୭୮

ଅଭିନୟ

  • ଶରତ ପୂଜାରୀ
  • ବିଜୟ ମହାନ୍ତି
  • ତନ୍ଦ୍ରା ରୟ
  • ନିହାରିକା ସାହୁ
  • ଦୁଃଖିରାମ ସ୍ୱାଇଁ
  • ଲିଳା ଦୁଲାଲି
  • ଜୟୀରାମ ସାମଲ
  • ଗିରିଶ ଚନ୍ଦ୍ର ପୁରୋହିତ
  • ରାମ ନାରାୟଣ
  • ଜଗନ୍ନାଥ
  • ଲକ୍ଷ୍ମୀଧର ମହାନ୍ତି

ଗୀତ 

1. ଏ ଗ୍ରାମର ଚଷାଭାଇ ମାଟିର ସମ୍ମାନ
2. ଇନ୍ଦ୍ରଧନୁ ସପ୍ତରଙ୍ଗ
3. ସମୀର ସୁରେ ଗାଏ ଏ ଝରଣା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର