ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ନେଇ ଯା ରେ ମେଘ ମୋତେ

Image result for odia film neijare magha mate

ନିର୍ଦ୍ଦେଶକ: ଏସ୍ କେ ମୂରଲୀଧରନ
ପ୍ରଯୋଜକ: ସୌମ୍ୟ ରଞ୍ଜନ ପଟ୍ଟନାୟକ, ଅଜିତ ମିଶ୍ର
ସଂଳାପ: ପବିତ୍ର ମୋହ‌ନ ବାରିକ, ଇଚ୍ଛା ଦାସ
କାହାଣୀ: ଅଜିତ ମିଶ୍ର
କଳାକାର: ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, କାଜଲ ମିଶ୍ର, ମିହିର ଦାସ, ସିଦ୍ଧାନ୍ତ ମହାପାତ୍ର, ରାଇମୋହନ ପରିଡ଼ା
ସଙ୍ଗୀତ: ମଳୟ ମିଶ୍ର
ଗୀତ: ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ
କଣ୍ଠ: ଇରା ମହାନ୍ତି, ଉଦିତ ନରାୟଣ, ପମି, ସୁରେଶ ୱାଡ଼େକର
ଚିତ୍ରଗ୍ରହଣ: ଏସ୍ ରଞ୍ଜନ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୨ ଅକ୍ଟୋବର ୨୦୦୮

ଅଭିନୟ

  • ଅନୁଭବ ମହାନ୍ତି
  • ବର୍ଷା ପ୍ରିୟଦର୍ଶିନୀ
  • କାଜଲ ମିଶ୍ର
  • ମିହିର ଦାସ
  • ସିଦ୍ଧାନ୍ତ ମହାପାତ୍ର
  • ରାଇମୋହନ ପରିଡ଼ା
  • ପ୍ରିୟଙ୍କା ମହାପାତ୍ର
  • ହରିହର ମହାପାତ୍ର
  • ଗ୍ଲୋରିଆ ମହାନ୍ତି
  • ଉତ୍ତମ ମହାନ୍ତି
  • ମନିଷା
  • ନିକିତା
  • ସୌମ୍ୟ ରଞ୍ଜନ ପଟ୍ଟନାୟକ
  • ଜଗବନ୍ଧୁ ପଣ୍ଡା
  • ବିନାୟକ ମିଶ୍ର
  • ମୁନ୍ନା ଖାନ୍
  • ସ୍ୱରାଜ ବାରିକ

ଗୀତ 

1. ଆଇ ଲଭ୍ ୟୁ ଆଇ ଲଭ୍ ୟୁ
2. ଯା ସଳା ଦେଇଦେଲୁ କୀଳା
3. ଲଭ୍ ଇଜ୍ ଲାଇଫ୍
4. ଆକାଶରେ ଭଷା ଭଷା ମେଘ
5. ମେଘରେ ମେଘ
6. ନେଇଯା'ରେ ମେଘ ମତେ (ଦୁଃଖ)
7. ନେଇଯାରେ ମେଘ ମତେ (ନାରୀ‌)
8. ରାମା ରାମ ହାଏ ଏ କି ଡ୍ରାମା
9. ନେଇଯାରେ ମେଘ ମତେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର