ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ମୁଁ କ'ଣ ଏତେ ଖରାପ

Image result for odia movie mu kana ete kharap

ନିର୍ଦ୍ଦେଶକ: ବସନ୍ତ ସାହୁ
ପ୍ରଯୋଜକ: ମଦନଲାଲ ଅଗ୍ର‌ୱାଲ
ଚିତ୍ରନାଟ୍ୟ: ବସନ୍ତ ସାହୁ
କଳାକାର: ଅନୁଭବ ମହାନ୍ତି, ଅର୍ପିତା ମୁଖାର୍ଜୀ, ମିହିର ଦାସ, ବିଜୟ ମହାନ୍ତି, ମୀନକେତନ ଦାସ, ସାତ୍ୱକୀ ମିଶ୍ର
ସଙ୍ଗୀତ: ଓମପ୍ରକାଶ ମହାନ୍ତି
ଗୀତ: ଦେବଦାସ ଛୋଟରାୟ, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ, ନିଜାମ୍
କଣ୍ଠ: ଶ୍ରୀଚରଣ, ସୁବାସ ଦାସ, ସୁସ୍ମିତା ଦାସ, ପାମେଲା ଜୈନ, ନମ୍ରତା ମହାନ୍ତି, ଉଦିତ ନାରାୟଣ, ଶୈଳାଭାମା
ମୁକ୍ତିଲାଭ ତାରିଖ:
୯ ଅପ୍ରେଲ ୨୦୧୦

ଅଭିନୟ

  • ଅନୁଭବ ମହାନ୍ତି
  • ଅର୍ପିତା ମୁଖାର୍ଜୀ
  • ମିହିର ଦାସ
  • ବିଜୟ ମହାନ୍ତି
  • ମୀନକେତନ ଦାସ
  • ସାତ୍ୱକୀ ମିଶ୍ର
  • ମୁନ୍ନା ଖାନ୍
  • ସୁମନ
  • ହରିହର ମହାପାତ୍ର
  • ଜୀବନ ପଣ୍ଡା
  • ପିଣ୍ଟୁ ନନ୍ଦ
  • ଅଙ୍କିତା ଭୌମିକ

ଗୀତ 

1. ଧିରେ ଧିରେ ମୋ ଜୀବନରେ ଆ
2. ଇଟିକିଲି ମିଟିକିଲି
3. ହାଏରେ ହାଏ ମୋ ଓଢ଼ଣୀ ଉଡ଼ିଯାଏ
4. ଜୟ ଜଗନ୍ନାଥ ସ୍ୱାମୀ
5. ମନ କାଗଜରେ ପ୍ରେମ କଲମରେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର