ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ମାଟିର ମଣିଷ


ନିର୍ଦ୍ଦେଶକ: ମୃଣାଳ ସେନ
ପ୍ରଯୋଜକ: ବାବୁଲାଲ ଦୋଶୀ
ସଂଳାପ: ଗୋପାଳ ଛୋଟରାୟ
ଚିତ୍ରନାଟ୍ୟ: ଗୋପାଳ ଛୋଟରାୟ
କାହାଣୀ: କାଳିନ୍ଦୀ ଚରଣ ପାଣିଗ୍ରାହୀ
କଳାକାର: ସୁଜାତା ଆନନ୍ଦ, ଧୀର ବିଶ୍ଵାଳ, ଭାନୁମତୀ ଦେବୀ, ପ୍ରଶାନ୍ତ ନନ୍ଦ, ଶରତ ପୂଜାରୀ
ସଙ୍ଗୀତ: ଭୁବନେଶ୍ଵର ମିଶ୍ର
କଣ୍ଠ: ଅକ୍ଷୟ ମହାନ୍ତି, ବାଳକୃଷ୍ଣ ଦାସ
ଚିତ୍ରଗ୍ରହଣ: ଶୈଳଜା ଚାଟାର୍ଜୀ
ସମ୍ପାଦକ: ଗଙ୍ଗାଧର ନସ୍କର
ମୁକ୍ତିଲାଭ ତାରିଖ:
୧୯୬୬

ଅଭିନୟ

  • ପ୍ରଶାନ୍ତ ନନ୍ଦ
  • ଶରତ ପୂଜାରୀ
  • ଧୀର ବିଶ୍ଵାଳ
  • ଦୁଃଖୀରାମ ସ୍ଵାଇଁ
  • ଭୀମ ସିଂ
  • କାର୍ତ୍ତିକ ଘୋଷ
  • ରାମ ମାଣିଆ
  • ସୁଜାତା ଆନନ୍ଦ
  • ଭାନୁମତୀ ଦେବୀ
  • ସ୍ନେହଲତା
  • ମିତା

ଗୀତ 

1. ରାମ ବିଭା କରେ ହୋ
2. ରାମ ହେଲେ ବନବାସୀ
3. ଉଡ଼ିଗଲା ଗେଣ୍ଡାଳିଆ ଝାଡ଼ିଦେଲା ପର
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର