ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ମାଣିକ ଯୋଡ଼ି


ନିର୍ଦ୍ଦେଶକ: ପ୍ରଭାତ ମୁଖାର୍ଜୀ
ପ୍ରଯୋଜକ: ଧୀର ବିଶ୍ଵାଳ
କାହାଣୀ: ଭଞ୍ଜ କିଶୋର ପଟ୍ଟନାୟକ
କଳାକାର: ଅକ୍ଷୟ ମହାନ୍ତି (କାଶ୍ୟପ), ଉର୍ବଶୀ ଜୋଶୀ, ସୁଖଲତା ମହାନ୍ତି, ସାମୁଏଲ ସାହୁ
ସଙ୍ଗୀତ: ବାଳକୃଷ୍ଣ ଦାସ
ଗୀତ: ପ୍ରମୋଦ କୁମାର ପାଣିଗ୍ରାହୀ, ନାରାୟଣ ସିଂହ, କାଳିଚରଣ ପଟ୍ଟନାୟକ
କଣ୍ଠ: ନିର୍ମଳ ମିଶ୍ର, ଅକ୍ଷୟ ମହାନ୍ତି, ମହ‌ମଦ ସିକନ୍ଦର ଆଲମ, ଶିପ୍ରା ବୋଷ
ସମ୍ପାଦକ: ହରିଦାସ
ମୁକ୍ତିଲାଭ ତାରିଖ:
୧୯୬୪

ଅଭିନୟ

  • ଅକ୍ଷୟ ମହାନ୍ତି (କାଶ୍ୟପ)
  • ଉର୍ବଶୀ ଜୋଶୀ
  • ସୁଖଲତା ମହାନ୍ତି
  • ମାୟାଧର ରାଉତ
  • ସାମୁଏଲ ସାହ

ଗୀତ 

1. ଦୂରେ ତୁମେ ଦୂରେ ଦୂରେ
2. ହାକୁମ ଧବଳ
3. ଆଖି ବୁଲା ଏ ସୁଆଗ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର