ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ମନ ଆକାଶ


ନିର୍ଦ୍ଦେଶକ: ନିତାଇ ପାଲିତ
ପ୍ରଯୋଜକ: ରାହାସ ବିହାରୀ ମିଶ୍ର
ସଂଳାପ: ଭୀମ ସିଂହ
କାହାଣୀ: ବସନ୍ତ ମହାପାତ୍ର
କଳାକାର: ପ୍ରଶାନ୍ତ ନନ୍ଦ, ତ୍ରିପୁରା ମିଶ୍ର, ଶ୍ରୀରାମ ପଣ୍ଡା, ସୁଜାତା ଆନନ୍ଦ
ସଙ୍ଗୀତ: ଉପେନ୍ଦ୍ର କୁମାର
ଗୀତ: ନାରାୟଣ ପ୍ରସାଦ ସିଂହ, ଗୁରୁକୃଷ୍ଣ ଗୋସ୍ଵାମୀ, ଶିବବ୍ରତ ଦାସ ଓ ରାହାସ ବିହାରୀ
କଣ୍ଠ: ଭିକାରୀ ବଳ, ମହମ୍ମଦ ସିକନ୍ଦର ଆଲାମ, ଚିତ୍ତରଞ୍ଜନ ଜେନା, ମୋହିନୀ ମୋହନ ରଥ, ପୁଣ୍ୟପ୍ରଭା ବହିଦାର, ଏସ. ଜାନକୀ ଓ ଏସ. ଜି. ଗୀତା
ଚିତ୍ରଗ୍ରହଣ: କୃଷ୍ଣ ଚକ୍ରବର୍ତ୍ତୀ
ସମ୍ପାଦକ: ରମେଶ ଯୋଶୀ
ମୁକ୍ତିଲାଭ ତାରିଖ:
୧୮ ଅକ୍ଟୋବର ୧୯୭୪

ଅଭିନୟ

  • ପ୍ରଶାନ୍ତ ନନ୍ଦ
  • ତ୍ରିପୁରା ମିଶ୍ର
  • ଶ୍ରୀରାମ ପଣ୍ଡା
  • ସୁଜାତା ଆନନ୍ଦ
  • ଧୀର ବିଶ୍ଵାଳ
  • ଗୋବିନ୍ଦ ତେଜ
  • ଭାନୁମତୀ ଦେବୀ
  • ଲାବଣ୍ୟବତୀ
  • ଶାନ୍ତି ସ୍ଵରୂପ ମିଶ୍ର
  • ଭୀମ ସିଂ,
  • ନେତ୍ରାନନ୍ଦ ମିଶ୍ର
  • ରୋହିଣୀ
  • ନରୀ
  • ମୂରଲୀ
  • ଲକ୍ଷ୍ମୀଧର ପରିଡ଼ା
  • ଶ୍ୟାମଳେନ୍ଦୁ
  • ଗୋକୁଳି
  • ରବି
  • ଟୁକୁନି
  • ରଣଜିତ
  • ପ୍ରଦୀପ
  • ସଞ୍ଜିବନୀ
  • ଅସୀମା
  • ଚନ୍ଦନା

ଗୀତ 

1. ଚୋରା ଚୋରା ପ୍ରୀତି ଆସ ସାଥୀ
2. ମୋର କନିଆଁ ସୁନାପାନିଆଁ
3. ଏ ବନ ଝରଣା ନାଚି ନାଚି ଯାଅନା
4. ମନେ ମନେ ଭାବୁ ତୁ ଭାରି ସୁନ୍ଦର
5. ସାଥିରେ ଏଇ ବଉଳ
6. ମୋର ଫୁଲ ବାଲି
7. ଏ ମିତ ଆ ଲାଗେନା ଭଲ
8. ବ‌ହୁଚି ହୁରୁହୁରିଆ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର