ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଅମର ପ୍ରେମ


ନିର୍ଦ୍ଦେଶକ: ଗୋପାଳ ଘୋଷ, ପଳାଶ ବାନାର୍ଜୀ
ପ୍ରଯୋଜକ: ଉମାକାନ୍ତ ପଟ୍ଟନାୟକ
ସଂଳାପ: ଗୋପାଳ ଘୋଷ
ଚିତ୍ରନାଟ୍ୟ: ପଳାଶ ବାନାର୍ଜୀ, ଦେବରାଜ ପୃଷ୍ଟି
କାହାଣୀ: ଶୈଳଜା ନନ୍ଦ
କଳାକାର: ସୁରେଶ ମହାପାତ୍ର, ବନଜା ମହାନ୍ତି, ହେମନ୍ତ ଦାସ, ନିହାରିକା ସାହୁ, ଶରତ ପୂଜାରୀ, ନେତ୍ରାନନ୍ଦ ମିଶ୍ର
ସଙ୍ଗୀତ: ରାଖାଲ ମହାନ୍ତି
ଗୀତ: ବୃନ୍ଦାବନ ଜେନା
କଣ୍ଠ: ଭିକାରୀ ବଳ, ନିର୍ମଳ ମିଶ୍ର
ଚିତ୍ରଗ୍ରହଣ: ସୌମେନ୍ଦୁ ରାୟ
ସମ୍ପାଦକ: ଦୁଲାଲ ଦତ୍ତ
ମୁକ୍ତିଲାଭ ତାରିଖ:
୧୯୭୬

ଅଭିନୟ

  • ହେମନ୍ତ ଦାସ
  • ସୁରେଶ ମହାପାତ୍ର
  • ବନଜା ମହାନ୍ତି
  • ଶରତ ପୂଜାରୀ
  • ନେତ୍ରାନନ୍ଦ ମିଶ୍ର
  • ନିହାରିକା ସାହୁ
  • ନରେନ୍ଦ୍ର ବେହେରା
  • ଜୟୀରାମ ସାମଲ
  • ନଟ ମହାନ୍ତି
  • ଗୌର ପ୍ରସାଦ
  • ସୌଦାମିନୀ
  • ହରି ମହାନ୍ତି
  • ଦେବ ପୃଷ୍ଟି
  • ବୃନ୍ଦାବନ
  • ତାପସ
  • ତନୁଜା
  • ମୀନା
  • ପ୍ରତିଭା ଘୋଷ
  • ନଟ ସେନ
  • ରମେଶ
  • ସ‌ହଦେବ

ଗୀତ 

1. ଏତିକି ମିନତି ସବୁ ଦୋଷ ଦିଅନା ଏତେ ଯାତନା
2. ମାୟାବିନୀ ଏଇ ରାତି ଏକାକିନୀ ଯାଏ ବିତି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର