ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ତୁ ମୋ ସୁନା ତୁ ମୋ ହୀରା

Image result for odia movie tu mo suna tu mo hira

ନିର୍ଦ୍ଦେଶକ: ରାଜୀବ ମହାନ୍ତି
ପ୍ରଯୋଜକ: ଜୟଦେବ ମଣ୍ଡଳ
ସଂଳାପ: ଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ରାଜୀବ ମହାନ୍ତି
କାହାଣୀ: ଚିନ୍ମୟୀ ମହାନ୍ତି
କଳାକାର: ବବି ମିଶ୍ର, ପ୍ରିୟଙ୍କା ହଳଧର, କୁନା ତ୍ରିପାଠୀ, ସ୍ନିଗ୍ଧା ମହାନ୍ତି
ସଙ୍ଗୀତ: ପ୍ରଶାନ୍ତ ପାଢ଼ୀ
ଗୀତ: ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ, ନିଜାମ୍ ପବିତ୍ର ପ୍ରଧାନ, ରଜନୀ ରଞ୍ଜନ
କଣ୍ଠ: କୁମାର ବାପି, ତପୁ ମିଶ୍ର, ଅରବିନ୍ଦ ମୁଦୁଲି
ସମ୍ପାଦକ: କୁନା ରାଉଳ
ମୁକ୍ତିଲାଭ ତାରିଖ:
୧ ଜାନୁଆରୀ ୨୦୧୩

ଅଭିନୟ

  • ବବି ମିଶ୍ର
  • ପ୍ରିୟଙ୍କା ହଳଧର
  • କୁନା ତ୍ରିପାଠୀ
  • ସ୍ନିଗ୍ଧା ମହାନ୍ତି
  • ମୁନା ଖାନ୍
  • ରୋମି
  • ପୁଷ୍ପା ପଣ୍ଡା
  • ଦେବୁ ବ୍ରହ୍ମା
  • ଭଗବାନ
  • ସୋନାଲୀ ମୋନାଲିସା

ଗୀତ 

1. ତ'ର ଆଖିରେ
2. ମାଇଁ ହାର୍ଟ ସେଜ୍
3. ଯବାନୀ
4. ଏଇ ଜୀବନରେ
5. ଏଇ ଜୀବନରେ ମୋର
6. ଛଳନାର ମିଠା ଜ‌ହର
7. ବନ୍ଧୁଟିଏ ଥିଲି ତୋର
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର