ନିର୍ଦ୍ଦେଶକ: | ଦିଲ୍ଲିପ ପଣ୍ଡା |
---|---|
ପ୍ରଯୋଜକ: | ମୁକେଶ କପୁର, ରମେଶ ବାରିକ |
ସଂଳାପ: | ଡଃ ରଜନୀ ରଞ୍ଜନ |
ଚିତ୍ରନାଟ୍ୟ: | ଦିଲ୍ଲିପ ପଣ୍ଡା |
କାହାଣୀ: | ସରୋଜ କପୁର, ମୁକେଶ କପୁର, ଦିପ୍ତି ବାରିକ |
କଳାକାର: | ଅମ୍ଳାନ, ଦୀପିକା, ବିଜୟ ମହାନ୍ତି, ସରୋଜ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ସଲିଲ ମିତ୍ର, ଅନିତା ଦାସ, ମୀନକେତନ |
ସଙ୍ଗୀତ: | ଗୁଡଲି ରଥ |
ଗୀତ: | ନିର୍ମଳ ନାୟକ, ବାପୁ ଗୋସ୍ୱାମୀ, ରଜନୀ ରଞ୍ଜନ, ଦେବୀଦତ୍ତ ମହାନ୍ତି |
କଣ୍ଠ: | ତପୁ ମିଶ୍ର, ଗୁଡଲି ରଥ, ବିଷ୍ଣୁମୋହନ କବି, ନଭ୍ୟା, ଅସୀମା ପଣ୍ଡା, ଆର୍. ଏସ୍. କୁମାର, ସୋହିନି ମିଶ୍ର |
ଚିତ୍ରଗ୍ରହଣ: | ପ୍ରସାଦ |
ସମ୍ପାଦକ: | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ:
|
୨୦ ମଇ ୨୦୧୬ |
ଅଭିନୟ
- ଅମ୍ଳାନ ଦାସ
- ଦୀପିକା
- ସ୍ମୃତି ସିହ୍ନା
- ବିଜୟ ମହାନ୍ତି
- ସରୋଜ ଦାସ
- ଭୁପତି ତ୍ରିପାଠୀ
- ପ୍ରଦ୍ୟୁମ୍ନ ଲେଙ୍କା
- ସଲିଲ ମିତ୍ର
- ଅନିତା ଦାସ
- ବାବୁ ପ୍ରଧାନ
- ପ୍ରତିଭା ପଣ୍ଡା
- ମୀନକେତନ
- ଶ୍ରାବଣୀ
- ଅଂଶୁମାନ
- ସୁଜାତା
- ଅବଦେଶ ମିଶ୍ର
- ଆୟୁଶ ଖାନ
- ସୁଇଟ୍ ଛବରା
- ପିଙ୍କି
ଗୀତ
1. ଉପ୍ସ୍ ବାଲି
2. ସାତ ଚକୁଳି
3. ମେଡ୍ ଇନ୍ ଓଡ଼ିଶା
4. ତୋ ଆଖିର ମିଠା ବର୍ଷା
5. ଭାବିଥିଲି ହାଏରେ