ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ସପନର ନାୟିକା

Image result for odia movie sapanara naika

ନିର୍ଦ୍ଦେଶକ: ରାଜ୍ ପ୍ରଦୀପ
ପ୍ରଯୋଜକ: ରବିନ୍ଦ୍ର ପଣ୍ଡା, ଅନର୍ଭ ରାଉତରାୟ
ସଂଳାପ: ଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ଡଃ ରଜନୀ ରଞ୍ଜନ
କାହାଣୀ: ବିଜୟଲକ୍ଷ୍ମୀ ପଣ୍ଡା
କଳାକାର: ଦୀପକ ବାରିକ, ପିଙ୍କି ପ୍ରିୟଦର୍ଶିନୀ, ଦୈତାରି ପଣ୍ଡା, ମନୋଜ ମିଶ୍ର, ଶ୍ରୀତମ ଦାସ
ସଙ୍ଗୀତ: ପ୍ରଶାନ୍ତ ପାଢ଼ୀ
ଗୀତ: କୁମାର ଜିତେନ, ଅରୁଣ ମନ୍ତ୍ରୀ, ପଞ୍ଚାନନ ନାୟକ, ରଶ୍ମୀ ରଞ୍ଜନ
କଣ୍ଠ: ପାମେଲା ଜୈନ, ଉଦିତ ନାରାୟଣ, ପମି, ବିନୋଦ ରାଠୋଡ଼, ସୌରଭ
ଚିତ୍ରଗ୍ରହଣ: ଜୟ ପ୍ରଧାନ
ସମ୍ପାଦକ: ରାଜେଶ ଦାଶ
ମୁକ୍ତିଲାଭ ତାରିଖ:
୨୪ ମଇ ୨୦୧୩

ଅଭିନୟ

  • ଦୀପକ ବାରିକ
  • ପିଙ୍କି ପ୍ରିୟଦର୍ଶିନୀ
  • ଦୈତାରି ପଣ୍ଡା
  • ମନୋଜ ମିଶ୍ର
  • ଶ୍ରୀତମ ଦାସ
  • ଲରେନ୍ସ ବେହେରା
  • ଚିନ୍ମୟୀ ପ୍ରିୟଦର୍ଶିନୀ
  • ଗୁଡ୍ଡୁ
  • ବାଦଲ ମହାନ୍ତି
  • ଅନନ୍ତ ମିଶ୍ର

ଗୀତ 

1. ଚିକିଣି ପତଳୀ ମୁଁ
2. ଲଭ୍ ଲଭ୍
3. ମନ କାଚଘର
4. ମୁଁ ଟିକେ ଚଗଲି
5. ତୁ ମୋ ସପନର ନାୟିକ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର