ନିର୍ଦ୍ଦେଶକ: | ସୁଧାଂଶୁ ମୋହନ ସାହୁ |
---|---|
ପ୍ରଯୋଜକ: | ସୀତାରମ ଅଗ୍ରୱାଲ |
ସଂଳାପ: | ରଣଜିତ ପଟ୍ଟନାୟକ |
ଚିତ୍ରନାଟ୍ୟ: | ରଣଜିତ ପଟ୍ଟନାୟକ |
କଳାକାର: | ଅରିନ୍ଦମ ରାୟ, ଶୀତଲ ପାତ୍ର, ହରିହର ମହାପାତ୍ର, ସାତ୍ୱକୀ ମିଶ୍ର, ଚାନ୍ଦିନୀ, ଅଞ୍ଜନା, ଇମିଲି |
ସଙ୍ଗୀତ: | ବିକାଶ ଦାସ |
ଗୀତ: | ବାପୁ ଗୋସ୍ୱାମୀ, ମୋହିତ ଚକ୍ରବର୍ତ୍ତୀ |
କଣ୍ଠ: | ସୌରିନ ଭଟ୍ଟ, ଆର୍. ଏସ୍. କୁମାର, ନିବେଦିତା, ଲଳିତ, ଦିବ୍ୟା |
ମୁକ୍ତିଲାଭ ତାରିଖ:
|
୧୨ ଜୁନ ୨୦୧୬ |
ଅଭିନୟ
- ଅରିନ୍ଦମ ରାୟ
- ଶୀତଲ ପାତ୍ର
- ହରିହର ମହାପାତ୍ର
- ସାତ୍ୱକୀ ମିଶ୍ର
- ଚାନ୍ଦିନୀ
- ଅଞ୍ଜନା
- ଇମିଲି
ଗୀତ
1. ପ୍ରେମରେ ପ୍ରେମରେ
2. ମୋତ ଭୁଲି କେମିତି ରହିଚୁ ତୁ
3. ଆ ଥରେ ଆ
4. ମୁଁ ରାଓଡ଼ି ରଙ୍ଗବତୀ
5. ଏମିତି ହୁଏ ପଡ଼ିଲେ ପ୍ରେମରେ