ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ପ୍ରେମ ସବୁଠୁ ବଳବାନ

Image result for odia movie prema sabuthu balaban

ନିର୍ଦ୍ଦେଶକ: ଅରୁଣ ମହାନ୍ତି
ପ୍ରଯୋଜକ: ମୀନା ମହାନ୍ତି
ସଂଳାପ: ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ
କାହାଣୀ: ଅରୁଣ ମହାନ୍ତି
କଳାକାର: ଦୁଷ୍ମନ୍ତ ପଣ୍ଡା, ବର୍ଷା ପ୍ରିୟଦର୍ଶିନୀ, ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ଉତ୍ତମ ମହାନ୍ତି, ଅପରାଜିତା, ହର ପଟ୍ଟନାୟକ
ସଙ୍ଗୀତ: ଅରୁଣ ମହାନ୍ତି
କଣ୍ଠ: କୁମାର ବାପି, ଲୋପିତା ମିଶ୍ର, ତପୁ ମିଶ୍ର, ଅରବିନ୍ଦ ମଦୁଲି, ଶୈଳଭାମା, ଟି.ସୌରୀ
ଚିତ୍ରଗ୍ରହଣ: ଅମରେଶ, ରବି
ସମ୍ପାଦକ: ଅଶୋକ ଶର୍ମା
ମୁକ୍ତିଲାଭ ତାରିଖ:
୧୭ ମଇ ୨୦୧୩

ଅଭିନୟ

  • ଦୁଷ୍ମନ୍ତ ପଣ୍ଡା
  • ବର୍ଷା ପ୍ରିୟଦର୍ଶିନୀ
  • ସିଦ୍ଧାନ୍ତ ମହାପାତ୍ର
  • ମିହିର ଦାସ
  • ଉତ୍ତମ ମହାନ୍ତି
  • ଅପରାଜିତା ମହାନ୍ତି
  • ହର ପଟ୍ଟନାୟକ
  • ଇଲୁ ବାନାର୍ଜୀ
  • ପ୍ରଦ୍ୟୁମ୍ନ ଲେଙ୍କା
  • ଅକ୍ଷୟ ବସ୍ତିଆ
  • ଅଶୋକ ଦାସ
  • ପପି ସନ୍ତୁକ
  • ସୋଫିଆ ଆଲମ୍
  • ଜୀବନ ପଣ୍ଡା
  • ରାତ୍ରି ଗୋସ୍ୱାମୀ
  • ସୋରଜ ପ୍ରଧାନ
  • ରାମେଶ୍ୱରୀ
  • ଚକ୍ରଧର ଜେନା
  • ନରେନ୍ଦ୍ର ବିଶ୍ୱାଳ
  • ରଜନୀକାନ୍ତ ଦାସ

ଗୀତ 

1. ଟିକ୍ ଟିକ୍ ଟିକା ଲଭ୍ ତୋର
2. ରହିବି ମୁଁ କୋଉଠି
3. ପ୍ରେମ ତୋତେ କୋଟି କୋଟି ସଲାମ
4. ଚାଲିଲି ମୁଁ ସ୍ୱର୍ଗଦ୍ୱାର
5. ବିନା ପବନେ ବତାଶ
6. ବର୍ଷା ବର୍ଷା ତମେ ଆସିଚ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର