
| ନିର୍ଦ୍ଦେଶକ: | ହିମାଂଶୁ ପରିଜା |
|---|---|
| ପ୍ରଯୋଜକ: | ସୁରେଶ କୁମର ହାଇବୃ, ସ୍ମୃତି ରଞ୍ଜନ ରାଉତ |
| ସଂଳାପ: | ବିଜୟ ମଲ୍ଲ |
| ଚିତ୍ରନାଟ୍ୟ: | ହିମାଂଶୁ ପରିଜା |
| କାହାଣୀ: | ରାହୁଲ, ମଣ୍ଟୁ |
| କଳାକାର: | ଅରିନ୍ଦମ ରାୟ, ଝିଲିକ୍, ଅନିସା, ମିହିର ଦାସ, ଶ୍ରୀତମ ଦାସ, ଅନିତା ଦାସ |
| ସଙ୍ଗୀତ: | ପ୍ରେମ ଆନନ୍ଦ |
| ଗୀତ: | ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ |
| କଣ୍ଠ: | ଇରା ମହାନ୍ତି, ଶ୍ରୀଚରଣ, ହ୍ୟୁମାନ ସାଗର, କୁମାର ବାପି, ସମିକ୍ଷା, ସୋହିନି ମିଶ୍ର, ରତିକାନ୍ତ ସତପଥୀ, ଶ୍ରେୟା ମିଶ୍ର |
| ଚିତ୍ରଗ୍ରହଣ: | ଧୂବାନନ୍ଦ ପଣ୍ଡା |
ମୁକ୍ତିଲାଭ ତାରିଖ:
|
୧୨ ଜୁନ ୨୦୧୫ |
ଅଭିନୟ
- ଅରିନ୍ଦମ ରାୟ
- ଝିଲିକ୍
- ଅନିସା
- ମିହିର ଦାସ
- ରାହୁଲ
- ଶ୍ରୀତମ ଦାସ
- ଅନିତା ଦାସ
- ସରୋଜ ଦାସ
- ବ୍ରଜ ସିଂ
- ଗୁଡ଼ୁ
- ପ୍ରଜ୍ଞା
- ସଲିଲ୍ ମିତ୍ର
- ସୁଜିତ୍
ଗୀତ
1. ମୁଁ ଆଜି ଭାରି ଖୁସି2. ଛାତି ତଳେ ରହିଗଲୁ
3. ଭାରି ଭଲ ଲାଗେ ଏ ଦୁନିଆ
4. ମାଡାମ ନମସ୍କାର
5. କି କଲୁ କି କଲୁ(ସ୍ତ୍ରୀ)
6. ମୋ ନିଦ ଭୁଲିବାର
7. କି କଲୁ କି କଲୁ(ପୁରୁଷ)
8. ଲଭ୍ ୟୁ ହମେଶା