ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ହେଲୋ- ଇନ୍ ଲଭ୍

Related image

ନିର୍ଦ୍ଦେଶକ:ସୁଶାନ୍ତ ମଣି
ପ୍ରଯୋଜକ: ନିରଞ୍ଜନ ନାୟକ, ପୂର୍ଣ୍ଣଚନ୍ଦ୍ର ନାୟକ
ସଂଳାପ: ସୁଶାନ୍ତ ମଣି
ଚିତ୍ରନାଟ୍ୟ: ସୁଶାନ୍ତ ମଣି
କାହାଣୀ: ସୁଶାନ୍ତ ମଣି
କଳାକାର: ସୁଧାଂଶୁ ନାରାୟଣ ଦାସ, ସୁଶ୍ରୀ ରଥ, ସମରେଶ, ଅପରାଜିତା, ପ୍ରିୟଙ୍କା ମହାପାତ୍ର, ହର ରଥ, ପୃଥୀରାଜ
ସଙ୍ଗୀତ: ବିଶ୍ୱସ୍ୱରୂପ ମହାପାତ୍ର
ଗୀତ: ଦେବିଦତ୍ତ ମହାନ୍ତି
କଣ୍ଠ: ଇରା ମହାନ୍ତି, ଯସସ୍ୱିନୀ ନାୟକ, ସାର୍ଥକ କୁମାର, ଅସୀମା ପଣ୍ଡା, ସଶାଙ୍କ, ବିଶ୍ୱସ୍ୱରୂପ
ଚିତ୍ରଗ୍ରହଣ: ସୀତାଂଶୁ ମହାପାତ୍ର
ସମ୍ପାଦକ: ସୁକୁମାର ମଣି
ମୁକ୍ତିଲାଭ ତାରିଖ:
୨୫ ଡିସେମ୍ବର ୨୦୧୫

ଅଭିନୟ

  • ସୁଧାଂଶୁ ନାରାୟଣ ଦାସ
  • ସୁଶ୍ରୀ ରଥ
  • ହର ରଥ
  • ପ୍ରିୟଙ୍କା ମହାପାତ୍ର
  • ଅପରାଜିତା ମହାନ୍ତି
  • ପୃଥୀରାଜ
  • ସମରେଶ ରାଉତରାୟ
  • ସୁଦର୍ଶନ ପଟ୍ଟନାୟକ
  • ଇଲିଆନା ସିତାରିଷ୍ଟ
  • ଲିଙ୍କନ ପଟ୍ଟନାୟକ
  • ରୂପକିର୍ତ୍ତୀ ମିଶ୍ର
  • ଚୌଧୁରୀ ଜୟପ୍ରକାଶ ଦାସ
  • ସୌମେନ ପୂଜାରୀ
  • ମୀନାକ୍ଷୀ ପୂଜାରୀ
  • ଅଭିଶେକ- ସତ୍ୟ
  • ପ୍ରଭାସିନୀ ରଥ
  • କାବୁଲି
  • ସୁଧାଂଶୁ ରଥ

ଗୀତ

1. ସମୟ ରହିଯା ଟିକେ
2. ଲାଗେନା ଭଲ ଲାଗେନା
3. ଲାଗେରେ
4. ହେଲୋ ହେଲୋ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର