ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଚିନି

Image result for odia movie chini

ନିର୍ଦ୍ଦେଶକ:ପ୍ରଦୀପ ଭୋଳ
ପ୍ରଯୋଜକ: କୁମୁଦ ପ୍ରକାଶ ପଣ୍ଡା
ସଂଳାପ: ପ୍ରଦୀପ ଭୋଳ
ଚିତ୍ରନାଟ୍ୟ: ପ୍ରଦୀପ ଭୋଳ
କାହାଣୀ: ପ୍ରଦୀପ ଭୋଳ
କଳାକାର: ଅମ୍ଳାନ, ପତ୍ରାଳୀ, ମିହିର ଦାସ, ମହାଶ୍ୱେତା ରାୟ, ଅଶ୍ରୁମୋଚନ ମହାନ୍ତି
ସଙ୍ଗୀତ: ଶଙ୍କର ପ୍ରଧାନ, ହେମନ୍ତ ପାଣ୍ଡେ
ଗୀତ: ହଳଧର ନାଗ, ଲାଲ ରତ୍ନାକର ସିଂହ, ବିନୋଦ ପଶାୟତ, ଦୁର୍ଗାମାଧବ ପଣ୍ଡା
କଣ୍ଠ: ଆଶା ଭୋସଲେ
ମୁକ୍ତିଲାଭ ତାରିଖ:
୯ ସେପ୍ଟେମ୍ବର ୨୦୧୬
 

ଅଭିନୟ

  • ଅମ୍ଳାନ ଦାସ
  • ପତ୍ରାଳୀ
  • ମିହିର ଦାସ
  • ମହାଶ୍ୱେତା ରାୟ
  • ଅଶ୍ରୁମୋଚନ ମହାନ୍ତି
  • ଅଶୋକ ଦାସ
  • ପୃଥିରାଜ
  • ବାଙ୍କୁ
  • ବ୍ରଜ
  • ରତନ ମେହର
  • ହର ରଥ
  • ଲକ୍ଷ୍ମୀପ୍ରିୟା ପତି
  • ସ୍ମିତା ତ୍ରିପାଠୀ
  • ପ୍ରଭାତୀ
 

ଶିଶୁ କଳାକାର

  • ତିଥି
  • ସ୍ୱୟମ୍
  • ଦେବେଶ
  • ରୂପା
 

ଗୀତ

1. ଝାଇଁ ରେ
2. ଆସ ଆସ ନୂଆ ଖାଇବା
3. କି ହେଲା ଯେ
4. ଉଆଁସ ରାତିର
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର