| ନିର୍ଦ୍ଦେଶକ: | ସୁଧାଂଶୁ ମୋହନ ସାହୁ | 
|---|---|
| ପ୍ରଯୋଜକ: | ସୀତାରମ ଅଗ୍ରୱାଲ | 
| ସଂଳାପ: | ରଣଜିତ ପଟ୍ଟନାୟକ | 
| କଳାକାର: | ବାବୁଶାନ୍, ଶୀତଲ ପାତ୍ର, ହରିହର ମହାପାତ୍ର, ପୃଥିରାଜ, ଅମିତ ପାଣି, ଦେବାଶିଷ ପାତ୍ର | 
| ସଙ୍ଗୀତ: | ବିକାଶ ଦାସ | 
| ଗୀତ: | ଶ୍ରୀକାନ୍ତ ଗୌତମ | 
| କଣ୍ଠ: | ନମିତା ଅଗ୍ରୱାଲ, ସୌରିନ ଭଟ୍ଟ, ବାବୁଶାନ୍ | 
| ସମ୍ପାଦକ: | ରାଜେଶ ଦାଶ | 
| 
ମୁକ୍ତିଲାଭ ତାରିଖ: | ୧୮ ଅକ୍ଟୋବର ୨୦୧୫ | 
ଅଭିନୟ
- ବାବୁଶାନ୍
- ଶୀତଲ ପାତ୍ର
- ହରିହର ମହାପାତ୍ର
- ସୂର୍ଯ୍ୟମଣି ମହାପାତ୍ର
- ପୃଥିରାଜ ନାୟକ
- ଅମିତ ପାଣି
- ଦେବାଶିଷ ପାତ୍ର
ଗୀତ
1. ଭଲ ପାଏ ତତେ ମୁଁ
2. ଏଇ ଅଛୁ ମାୟାବିନୀ
3. ଏତେ ମେଘ ଥାଇ (ନାରୀ)
4. ଏତେ ମେଘ ଥାଇ
5. ଯେବେଠାରୁ ତୁ
6. ଯେବେଠାରୁ ତୁ (ନାରୀ)
7. ସ୍ୱପ୍ନ ଝଲକେ
8. ତୁ ମତେ ଦେଖିଲୁ
